-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
21-Mar-2022
ପଦ୍ମପୁର:-ଆଜି ସୋହେଲା ବ୍ଲକ ର ନୂତନ ବ୍ଲକ ଅଧ୍ୟକ୍ଷା ଭାବରେ ଶ୍ରୀମତୀ ବବି ପଧାନ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏପରିପ୍ରେକ୍ଷୀରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଧାନ, ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀମାନ ଗଣତନ୍ତ୍ର ପଧାନ, ମାର୍କଣ୍ଡ ସା,ଆଖଣ୍ଡଳ ସାହୁ, ପୂର୍ବତନ ସରପଞ୍ଚ ରବି ଶଙ୍କର ପଧାନ,ମନ ମାଝୀ, କୁଳମଣୀ ଦୁଆଁନ, ଅମିଲାଲ ପଧାନ ତଥା ବହୁ ବିଜୁଜନତା ଦଳୀୟ ନେତା,କର୍ମୀ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ,ଦିର୍ଘ ୨୫ବର୍ଷ ହେଲା ସୋହେଲା ବ୍ଳକ ର ଅଧ୍ୟକ୍ଷପଦବୀ ଟି ବିଜୁ ଜନତା ଦଳ ର କବଜା ରେ ରହିଆସିଛି ।