-+91-9937148622 |

prerana_bgr@rediffmail.com |

  Monday 7th September 2026 |

| | | |

R.N.I. Regd No. ODIODI/2010/46693

Breaking News

ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||      ପାଟଣା ହାଇକୋର୍ଟ ର ପ୍ରତିଷ୍ଠା ଦିବସରେ ବଲାଙ୍ଗୀରରେ ହାଇକୋର୍ଟ ର ସ୍ଥାୟୀ ଵେଞ୍ଚ ଆନ୍ଦୋଳନ ତେଜିଲା, ପାଟଣା ହାଇକୋର୍ଟ ର ୮୬ବର୍ଷ ପୂର୍ତ୍ତି ଅବସରରେ ବାଲାଙ୍ଗୀରରେ ଜ୍ୟୋତି ଯାତ୍ରା    (06-Sep-2026)       ||      ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ   (06-Sep-2026)       ||      ବରପାଲିରେ ବ୍ଲକ ସ୍ତରୀୟ ଗୁରୁପୂଜନ ଉତ୍ସବ ଓ ବାର୍ଷିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ   (06-Sep-2026)       ||      ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||      ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   (06-Sep-2026)       ||     

HOME   ଜିଲ୍ଲା

ଫିୟୁଜନ ମାଇକ୍ରୋଫାଇନାନ୍ସ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

09-Mar-2022



ସୁବର୍ଣ୍ଣପୁର - ଗତକାଲି ସୁବର୍ଣ୍ଣପୁର ର ମା ଶୀତଳେଇ କଲ୍ୟାଣ ମଣ୍ଡପ ଠାରେ ଫିୟୁଜନ ମାଇକ୍ରୋଫାଇନାନ୍ସ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି l ଏହି ଉତ୍ସଵ ରେ ସୁବର୍ଣ୍ଣପୁର ର ବିଶିଷ୍ଟ ସମାଜସେବୀ ଶ୍ରୀ ଶ୍ରୀବତ୍ସ ମଲ୍ଲିକ ମୁଖ୍ୟ ଅତିଥି, ମହିଳା ସମାଜସେବୀ ଇନ୍ଦୁମତୀ ପୁରୋହିତ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ମାଇକ୍ରୋ ଫାଇନାନ୍ସ ର ଓଡିଶା ମୁଖ୍ୟ ଅମୁଲ୍ୟ କୁମାର ସାହୁ, ପଶ୍ଚିମ ଓଡିଶା ର ରିଜିଓନାଲ ମ୍ୟାନେଜର ଅମିତ ଲାଲ ରାମ, ଡ଼ି ଏମ ରାକେଶ ଆତିବୋଧି, ପ୍ରଶାନ୍ତ ସୁବୁଦ୍ଧି  ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନାରୀ କୁ ମମତାମୟୀ,ଶକ୍ତି ପ୍ରଦାୟିନୀ, ପୂଜନୀୟା ବୋଲି ସମ୍ମାନ ଦେଇ ପୁରାଣ ଯୁଗ ରୁ ଆରମ୍ଭ କରି ଏଯାବତ ନାରୀ ର ସ୍ଥାନ ସବୁଠି ଆଗରେ ବୋଲି ବୋଲି ମତ ରଖିଥିଲେ l ଏବଂ ମହିଳା ଙ୍କ ଆର୍ଥିକ ମାନସିକ ସ୍ତରରେ ଅଭିବୃଦ୍ଧି ଲାଗି ରାଜ୍ୟ ତଥା କେନ୍ଦ୍ର ସରକାର ମହିଳା

ସଶକ୍ତିକରଣ ଉପରେ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦେଇ ଆସିଛି ଓ  ଗରିବ ମହିଳା ଙ୍କ  ଋଣ ପ୍ରଦାନ ସହ ଆର୍ଥିକ ବିକାଶ ପାଈଁ ଏହି ଫାଇନାନ୍ସ କମ୍ପାନୀ ରେ ଅର୍ଥ ବିଶେଷଜ୍ଞ ଙ୍କୁ ନିଯୁକ୍ତି କରିଛି ବୋଲି ଅତିଥି ମାନେ ମତ ରଖି ଭିନ୍ନକ୍ଷମ ଙ୍କୁ ହୁଇଲ ଚେୟାର, ମହିଳା ଙ୍କୁ ହୁଇଲ ୱାଟର ଜାର, କମ୍ବଳ ବଣ୍ଟନ,  ମହାନଦୀ ନେତ୍ର ଚିକିତ୍ସାଳୟ ଦ୍ୱାରା ମାଗଣା ରେ ସ୍ୱାସ୍ଥ୍ୟ ସେବା,ଆଖି ପରୀକ୍ଷା ଓ ଚଷମା ବଣ୍ଟନ ସହିତ ଏଇ ପରିବାର ର ପିଲା ମାନଙ୍କୁ ଓଡିଶା ର 94 ଗୋଟି ଭାରତ ର ସମୁଦାୟ 748 ଗୋଟି ବ୍ରାଞ୍ଚ ରେ ପ୍ରାୟ 40 ଲକ୍ଷ ମହିଳା  ଙ୍କ  ପିଲା ଛୁଆ ଙ୍କୁ 2010 ମସିହା ରୁ ମାଗଣା ଶିକ୍ଷା ପ୍ରଦାନ  ସହିତ ଏଇ ମହିଳା ଙ୍କ ଆର୍ଥିକ, ସାମାଜିକ ବିକାଶ ସହ ଅଲ ରାଉଣ୍ଡ୍ସ  ଅଭିବୃଦ୍ଧି ଲାଗି  କମ୍ପାନୀ ଏ ସବୁ କାର୍ଯ୍ୟକ୍ରମ କରି ଆସୁଛି ବୋଲି ପଶ୍ଚିମ ଓଡିଶା  ଆର -ଏମ ଅମିତ ଲାଲ ରାମ ପ୍ରକାଶ କରିଛନ୍ତି l ମହାନଦୀ ହସ୍ପିଟାଲ ର କର୍ମଚାରୀ ଓ ଅନେକ ବେନିଫିସରି ମହିଳା ଙ୍କୁ  କମ୍ପାନୀ ପକ୍ଷରୁ ଏହି ମହିଳା ଦିବସ ରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେମାନେ ନିଜ ନିଜ ର ଅଭିଜ୍ଞତା ମଧ୍ୟ ପ୍ରକାଶ କରିଥିଲେ l ଆଖି ପରୀକ୍ଷା କରାଯାଇଥିବା 50 ରୁ ଉର୍ଧ୍ଵ ଲୋକଙ୍କୁ ମାଗଣା  ରେ ଚଷମା ଦିଆ ଯାଇଥିବା ବେଳେ ଆର ଏଚ ଆର ମ୍ୟାନେଜର ସାଗରୀକା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   07-Sep-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026
  ଜିଲ୍ଲା  
ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   07-Sep-2026
  ଜିଲ୍ଲା  
ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   07-Sep-2026
  ଜିଲ୍ଲା  
ପୀଠ ପରିଷଦ ର ପ୍ରଥମ ବୈଠକ   07-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   07-Sep-2026
  ରାଜ୍ୟ  
୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   07-Sep-2026
  ଜିଲ୍ଲା  
କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   07-Sep-2026
  ଜିଲ୍ଲା  
ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ   07-Sep-2026
  ଜିଲ୍ଲା  
୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା   07-Sep-2026
  ଜିଲ୍ଲା  
ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   06-Sep-2026
  ଜିଲ୍ଲା  
ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   06-Sep-2026

You Might Also Like