-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
08-Mar-2022
ବୌଦ୍ଧ (ପ୍ରେରଣା ଖବର) ଅନ୍ତର୍ଜାତୀୟ ମହିଳା ଦିବସ ଅବସର ରେ ବୌଦ୍ଧ ଜ଼ିଲ୍ଲା ର ପ୍ରଥମ ମହିଳା ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ରିତାକାନ୍ତି ବଳିୟାର ସିଂହ ଙ୍କୁ ଉପଢୌକନ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କଲେ ଜ଼ିଲ୍ଲା ର ପ୍ରଥମ ମହିଳା ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା l ଏହି ସମାରୋହରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳା ମାନେ ଉପସ୍ଥିତ ଥିଲେ l