-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
07-Mar-2022
ପଦ୍ମପୁର:-ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପଦ ପାଇଁ ଆଜି ସ୍ୱାଧିନ ପ୍ରାର୍ଥୀନୀ ଭାବେ ଶ୍ରୀମତୀ ଉପମା ଗୁର୍ଲା ତାଙ୍କ ନାମାଙ୍କନ ପତ୍ର ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କୁ ଆସି ଦାଖଲ କରିଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।ଆଜି ଥିଲା ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ।