-+91-9937148622 |

prerana_bgr@rediffmail.com |

  Tuesday 8th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ    (07-Sep-2026)       ||      ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (07-Sep-2026)       ||      ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   (07-Sep-2026)       ||      ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   (07-Sep-2026)       ||      ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||     

HOME   ଜିଲ୍ଲା

ମିଲନୀ ଙ୍କ ସହ ୧୬ କାଉନସିଲର ପ୍ରାର୍ଥୀପତ୍ର ଦାଖଲ କଲେ, ପୌର ଦୁର୍ନୀତିି ଓ ବିଧାୟକଙ୍କ ବିକାଶମୂଳକ କାମକୁ ନେଇ ନିର୍ବାଚନ ଲଢିବୁ: ସମରେନ୍ଦ୍ର

06-Mar-2022



ବଲାଙ୍ଗିର(ପ୍ରେରଣା ଖବର)- କଂଗ୍ରେସ ଦଳ ପ୍ରାର୍ଥୀ ଚୟନ ଓ ପ୍ରାର୍ଥୀପତ୍ର ଦାଖଲରେ ଅନ୍ୟ ଦଳ ତୁଳନାରେ ଆଗରେ ଅଛି । ଆମେ ଦୃଢ ନିଶ୍ଚିତ ଯେ ଏହି ଧାରା ନିର୍ବାଚନ ଫଳାଫଳ ବାହାରିବା ପର୍ଯ୍ୟନ୍ତ ଜାରି ରହିବ । ବିଗତ ଦିନ ମାନଙ୍କରେ ପୌର ଦୁର୍ନୀତି କୁ ନେଇ ସିଏଜି ପ୍ରଶ୍ନ ଉଠାଇଥିଲେ । ଏହି ନିର୍ବାଚନରେ ଆମେ ତାହାକୁ ମୁଖ୍ୟ ପ୍ରସଙ୍ଗ କରିବୁ ତାହା ସହ ୨୦୧୪ ମସିହା ପରେ ନରସିଂହ ମିଶ୍ରଙ୍କ ଦ୍ୱାରା ବଲାଙ୍ଗିରରେ ହୋଇଥିବା ବଲାଙ୍ଗିରରେ ହୋଇଥିବା ବିକାଶମୂଳକ କାମକୁ ନେଇ ଲୋକଙ୍କ ପାଖକୁ ଯିବୁ ଏବଂ କଂଗ୍ରେସ ଦଳର ପୌରାଧ୍ୟକ୍ଷା ପ୍ରାର୍ଥୀନୀ ମିଲନୀ ସାହୁ ଏବଂ କାଉସିଲର ପ୍ରାର୍ଥିନୀ ଓ ପ୍ରାର୍ଥିମାନଙ୍କ ପାଇଁ ଭୋଟ ମାଗିବୁ ବୋଲି ଆଜି ସ୍ଥାନୀୟ ପୌର କାର୍ଯ୍ୟାଳୟ ଠାରେ ପ୍ରାର୍ଥିପତ୍ର ଦାଖଲ ସମୟରେ ନିଜ ପ୍ରତିକ୍ରିୟାରେ ପିସିସି ସାଧାରଣ ସଂପାଦକ  ସମରେନ୍ଦ୍ର ମିଶ୍ର କହିଛନ୍ତି । 
    ଆଜି ପିସିସି ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ବିରାଟ ପଟୁଆ ରେ କଂଗ୍ରେସ ଦଳର ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ଆସି ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ପଦ ପାଇଁ ଜିଲ୍ଲା ମହିଳା କଂଗ୍ରେସ

ସଭାନେତ୍ରୀ ମିଲନୀ ସାହୁ ଏବଂ ଅନ୍ୟ ୧୬ ଜଣ ପ୍ରାର୍ଥିଙ୍କ ପ୍ରାର୍ଥିନୀ ବିଭିନ୍ନ ଓା୍ୱର୍ଡ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ ପୌର କାର୍ଯ୍ୟାଳୟ ଠାରେ ସମସ୍ତ ପ୍ରାର୍ଥି ଓ ପ୍ରାର୍ଥିନୀମାନେ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ସମସ୍ତ ଦରକାରୀ ଦସ୍ତାବେଜ ନିର୍ବାଚନ ଦାୟିତ୍ୱରେ ଥିବା ଉପ-ଜିଲ୍ଲାପାଳ ଲମ୍ବୋଧର ଧରୁଆଙ୍କୁ ପ୍ରଦାନ କରିଥିଲେ । ଆଜି ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥିନୀ ଓ ପ୍ରାର୍ଥୀମାନେ ହେଲେ ୱାର୍ଡ ନଂ ୧ ପାଇଁ ସସ୍ମିତା କୁମ୍ଭାର, ୨ ପାଇଁ ସୁଜାତା ପୋଡ, ୩ ପାଇଁ ରଜନୀ ବନଛୋର, ୫ ପାଇଁ ଗୋବିନ୍ଦ ମହାନ୍ତି, ୬ ପାଇଁ ସ୍ମିତାରାଣୀ ପଟ୍ଟନାୟକ, ୭ ପାଇଁ ସବିତା ଶତପଥି, ୮ ପାଇଁ ସୁଧା ସିଂଦେଓ, ୧୦ ପାଇଁ ସୀତାରାମ କୁମ୍ଭାର, ୧୧ ପାଇଁ ପ୍ରଦୀପ କୁମାର ମିଶ୍ର, ୧୨ ପାଇଁ ଅଞ୍ଜଳି ସାହୁ, ୧୩ ପାଇଁ ରଜନି ସେଠ, ୧୪ ପାଇଁ ଜ୍ୟୋସ୍ନା ବେହେରା, ୧୬ ପାଇଁ କଳ୍ପନା ସେଠ, ୧୮ ପାଇଁ ସୁରେନ୍ଦ୍ର ଅଶ୍ୱପାଳ, ୧୯ ପାଇଁ ସତ୍ୟବ୍ରତ ବଗର୍ତ୍ତି ଏବଂ ୨୧ ପାଇଁ ମନୋଜ କୁମାର ବେହେରା । ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ତଥା ବର୍ତ୍ତମାନର ପୌର ପରିଷଦ ର ଅଧ୍ୟକ୍ଷା ପ୍ରାର୍ଥିନୀ ମିଲନୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଲୋକେ ନିଶ୍ଚିତ ଭାବରେ ଏଥର ବଲାଙ୍ଗିର ବିଧାୟକଙ୍କ ବିକାଶମୂଳକ କାମକୁ ନେଇ ମତଦାନ କରିବେ । ଆମେ ଦୃଢ ନିଶ୍ଚିତ ଯେ ଗତ ୭ ବର୍ଷର ବିକାଶ କୁ ନେଇ ଲୋକେ କଂଗ୍ରେସ ଦଳର ହାତ ଚିହ୍ନରେ ଭୋଟ ଦେଇ ଆମ ସମସ୍ତ ପ୍ରାର୍ଥିନୀ ଓ ପ୍ରାର୍ଥିଙ୍କୁ ଜିତାଇବେ । ଆଜିର ପ୍ରାର୍ଥିପତ୍ର ଦାଖଲ ସମୟରେ ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ପିସିସି କାର୍ଯ୍ୟକାରିଣୀ ସଦସ୍ୟ ଉମାଶଙ୍କର ପଣ୍ଡା, ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, କୈଳାସ ମିଶ୍ର ଙ୍କ ସହ ଅନେକ ଦଳିୟ କର୍ମକର୍ତ୍ତା  ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ   07-Sep-2026
  ଜିଲ୍ଲା  
ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   07-Sep-2026
  ଜିଲ୍ଲା  
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   07-Sep-2026
  ଜିଲ୍ଲା  
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   07-Sep-2026
  ଜିଲ୍ଲା  
ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     07-Sep-2026
  ଜିଲ୍ଲା  
ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   07-Sep-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026
  ଜିଲ୍ଲା  
ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   07-Sep-2026
  ଜିଲ୍ଲା  
ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   07-Sep-2026
  ଜିଲ୍ଲା  
ପୀଠ ପରିଷଦ ର ପ୍ରଥମ ବୈଠକ   07-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   07-Sep-2026

You Might Also Like