-+91-9937148622 |

prerana_bgr@rediffmail.com |

  Tuesday 8th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   (08-Sep-2026)       ||      *ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ    (07-Sep-2026)       ||      ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (07-Sep-2026)       ||      ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   (07-Sep-2026)       ||      ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   (07-Sep-2026)       ||      ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||     

HOME   ମନୋରଞ୍ଜନ

ଜାତୀୟ ସ୍ତରର ଏକ ଆଦର୍ଶ ପ୍ରତିଭା ବିଭାଗରେ ଉଚ୍ଚ ପ୍ରଶଂସିତ ହେଲେ ଓଡ଼ିଆ ଝିଅ ରାମେଶ୍ୱରୀ ନନ୍ଦ

06-Mar-2022



ଭୁବନେଶ୍ବର: ଆମ ଓଡ଼ିଶାର ଭାଷାଭାଷା ମାଟି ପାଣି ପବନ ସଂସ୍କାର ତଥା ଏହାର କଳା ସଂସ୍କୃତି କେତେ ମହାନ। ଓଡ଼ିଆଙ୍କର ସ୍ୱତନ୍ତ୍ର ଚାଲି ଚଳଣୀ ତା ସହ ପ୍ରତିନିତ୍ୟ ଆଚରଣ ଉଚ୍ଚାରଣ ସହ ଆତିଥ୍ୟ ଆଜି ସର୍ଵଜନ ବିଦିତ। ତେବେ ଓଡିଶାକୁ ସାରା ଦେଶରେ ତଥା ଦେଶ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିବା ପାଇଁ ବହୁବାର ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିବାର ଏକ ଅନନ୍ୟ ଉପଲବ୍ଧି ଅଧିକାରିଣୀ ହୋଇପାରିଛନ୍ତି ରାମେଶ୍ୱରୀ ନନ୍ଦ। ତେବେ ୨୦୨୦ ମସିହାରେ ମୁମ୍ବାଇ ଗ୍ଲାବାଲ ଇଣ୍ଡିଆ ପାଇଁ ଓଡ଼ିଶାକୁ ପ୍ରତିନିଧିତ୍ଵ କରି ବ୍ରାଣ୍ଡ ଅମ୍ବାଶୋଡ଼ର ତା ସହ ମହାତ୍ମା ଗାନ୍ଧୀ ଶାନ୍ତି ପୁରସ୍କାର ତାହା ୨୦୨୧ ମସିହାର ଓଡିଶା ଏପିଟମ ଆୱାର୍ଡକୁ ବ୍ରହ୍ମପୁର ଗୋପଲପୁରରେ ଆୟୋଜନ କରି ଅନେକ ଯୁବ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ଦିଗରେ ଏକ ସ୍ୱତନ୍ତ୍ରତା ହାସଲ କରି ପାରିଛି କଳାଞ୍ଜଳୀ ଅନୁଷ୍ଠାନ। ଏହା ସହ କୋଭିଡର ଦ୍ଵିତୀୟ ଲହରୀ କାଳରେ ହଜାର ହଜାର ଲୋକଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରି ସେ ସମାଜ ସେବା ସହ ଏକ ସୁନ୍ଦର ହୃଦୟାବନ ନାରୀ ଭାବରେ ସାରା ଓଡ଼ିଶାରେ ଆଜି ଏକ ନୁଆଁ ପରିଚୟର ଅଧିକାରୀଣି ହୋଇପାରିଛନ୍ତି ରାମେଶ୍ୱରୀ ନନ୍ଦ। ତେବେ ଚଳିତ ବର୍ଷ ଜି-ଟାଉନ ନାମକ ଏକ ଜାତୀୟ ପତ୍ରିକାରେ ସଦ୍ୟ ପ୍ରକାଶିତ ସଂସ୍କରଣରେ ଜାତୀୟ ସ୍ତରରେ ଓଡ଼ିଶାରୁ ଏକ ମାତ୍ର ଝିଅ ଭାବରେ ପ୍ରତିନିଧିତ୍ଵ କରିବା ସହ ଆଗାମୀ ଦିନ ମାନଙ୍କରେ ଏହାର କଭର ପେଜରେ ସ୍ଥାନିତ ହେବାକୁ ଯାଉଛି ଓଡ଼ିଆ ଝିଅ ବ୍ରହ୍ମପୁର ସହର ବହୁ ରାମେଶ୍ୱରୀ। କେବଳ ଏତିକି ନୁହେଁ ଦେଶର ରାଜଧାନୀରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସେବା ଅନୁଷ୍ଠାନ ତରଫରୁ ଏସିଆ ପେଷିଫିକ ଆୱାର୍ଡ ବିଶିଷ୍ଠ ଅଭିନେତ୍ରୀ ଅମିଶା ପଟେଲଙ୍କର କରକମଳରୁ ଗ୍ରହଣ କରି ଏକ ପୁନଃ ବ୍ରହ୍ମପୁର ମାଟି ପାଇଁ ଏକ ଅନନ୍ୟ ଉପଲବ୍ଧିକୁ ଆଣିଦେଇ ପାରିଛନ୍ତି ଶ୍ରୀମତୀ ନନ୍ଦ। ଏହା ସହ ଚଳିତ ବର୍ଷ ସେ ଏବଂ ତାଙ୍କର ଅନୁଷ୍ଠାନ କଳାଞ୍ଜଳୀ ଆର୍ଟିଷ୍ଟ୍ରି ଟ୍ରଷ୍ଟ ତରଫରୁ ଏକ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗୀତା ସହ ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ନିଜର ଅବଦାନ ପାଇଁ ପୁନଃ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ବିଶ୍ଵଦରବାରେ ଓଡ଼ିଆଙ୍କୁ ପ୍ରତିନିଧିତ୍ଵ କରିବାର ଏକ ସୁଯୋଗ ବୋଲି କହିଛନ୍ତି ରାମେଶ୍ୱରୀ। ତେବେ ଆଜି ତାଙ୍କର ସଫଳତା ପାଇଁ ତାଙ୍କର ସ୍ୱାମୀ ଅର୍ଧେନ୍ଦୁ ଶେଖର ପଣିଗ୍ରାହୀ ସମେତ ତାଙ୍କର ପରିବାର ବନ୍ଧୁ ତଥା ସହକର୍ମୀଙ୍କର ଅଶୀର୍ଵାଦ ଏବଂ ପ୍ରେରଣା ପାଇଁ ଆଜି ଏ ସବୁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଶ୍ରୀମତୀ ନନ୍ଦ।ଏହି ଅବସରରେ ସିନେ ନିର୍ଦ୍ଦେଶକ ଓ ଓଡ଼ିଶା ବରିଷ୍ଠ ପ୍ରଶାସନିକ ଅଧିକାରୀ ଡଃ ଶ୍ବେତ କୁମାର ଦାସ,କଳାଞ୍ଜଳୀ ଆର୍ଟିଷ୍ଟ ର ପ୍ରତିଷ୍ଠାତ୍ରୀ ରାମେଶ୍ବରୀ ନନ୍ଦ, ଜାତୀୟ ଫ୍ୟାସନ କୋରିଓଗ୍ରାଫର ମନପ୍ରୀତ କୈ।ର,ମିସେସ୍ ଓଡ଼ିଶାର ବିଜେତା ଶିଖା ଗାୟତ୍ରୀ, ସନ୍ୟା ଗାହିର,ପ୍ରଲୁବ୍ଧା ଦାସ, ରଶ୍ମିତା ଧନ୍ୟବାଦ, ମିସେସ ଓଡ଼ିଶାର ୨ୟ ରନର୍ସ ଅପ୍ ଲୀନା ସ୍ବାଇଁ ସମେତ ଜାତୀୟ ସ୍ତରରେ ପ୍ରଶଂସିତ ମେକଅପ୍ ଆର୍ଟିଷ୍ଟ ବିଜୟ ଲକ୍ଷ୍ମୀ ଦାସ,ବିଷ୍ନୁପ୍ରିୟା ନନ୍ଦ,ଶୁଭ ଲକ୍ଷ୍ମୀ ପାଢ଼ୀ, ହରପ୍ରିୟା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   08-Sep-2026
  ଜିଲ୍ଲା  
*ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ   07-Sep-2026
  ଜିଲ୍ଲା  
ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   07-Sep-2026
  ଜିଲ୍ଲା  
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   07-Sep-2026
  ଜିଲ୍ଲା  
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   07-Sep-2026
  ଜିଲ୍ଲା  
ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     07-Sep-2026
  ଜିଲ୍ଲା  
ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   07-Sep-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026
  ଜିଲ୍ଲା  
ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   07-Sep-2026
  ଜିଲ୍ଲା  
ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   07-Sep-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm