-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
05-Mar-2022
ବଲାଙ୍ଗିର(ପ୍ରେରଣା ଖବର) ବଲାଙ୍ଗିର ମୁନିସିପାଲିଟି ୱାର୍ଡ ନମ୍ବର ୧୯ ରୁ ସ୍ଵାଧୀନ ଭବରେ କାଉନ଼ସିଲର ଆସନ ପାଇଁ ଆଜି ମୁନିସିପାଲିଟି କାର୍ଯ୍ୟାଳୟରୁ ପ୍ରାର୍ଥୀ ପତ୍ର ଆଣିଛନ୍ତି ବିଶ୍ବମୟ ପୂଜାରୀ l ଶ୍ରୀ ପୂଜାରୀ ଆସନ୍ତା ସୋମବାର ଦିନ ନିଜ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି l ୱାର୍ଡ ନମ୍ବର ୧୯ ଅଧୀନରେ ଥିବା ରୁଗୁଡ଼ି ପଡା ଓ ସାଗର ପଡା ରେ ରାସ୍ତାଘାଟ, ଜଳାଶୟ ଗୁଡିକର ପୁନରୁଦ୍ଧାର, ପରିମଳ ବ୍ୟବସ୍ଥା ଓ ସ୍ଵଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା ଦିଗରେ ସେ କାମ କରିବେ ବୋଲି ଶ୍ରୀ ପୂଜାରୀ ସ୍ଥାନୀୟ ଅଧିବାସୀ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି l