-+91-9937148622 |

prerana_bgr@rediffmail.com |

  Tuesday 8th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁଶଙ୍ଗ ଡିଗ୍ରୀ କଲେଜରେ ସାଇବର କ୍ରାଇମ ସଚେତନତା ଶିବିର   (08-Sep-2026)       ||      କୁଶଙ୍ଗ ଡିଗ୍ରୀ କଲେଜରେ ସାଇବର କ୍ରାଇମ ସଚେତନତା ଶିବିର   (08-Sep-2026)       ||      କୁଶଙ୍ଗ ଡିଗ୍ରୀ କଲେଜରେ ସାଇବର କ୍ରାଇମ ସଚେତନତା ଶିବିର   (08-Sep-2026)       ||      ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ, ସମ୍ବେଦନଶୀଳ ଓ ଗତିଶୀଳ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (08-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ସେମିନାର ଅନୁଷ୍ଠିତ   (08-Sep-2026)       ||      ପରବାସୀ ସମ୍ମାନ ୨୦୨୬ ଘୋଷିତ ଚାରି ବର୍ଗରେ ୪ ପ୍ରତିଭାଙ୍କୁ ସମ୍ମାନିତ କରିବ ‘ପରବାସୀ କୁଟୁମ୍’   (08-Sep-2026)       ||      ଭୁବନପଲ୍ଲୀ ଗ୍ରାମପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି: ୨୩ଟି ଅଭିଯୋଗ ପଞ୍ଜୀକୃତ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   (08-Sep-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (08-Sep-2026)       ||      ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ    (08-Sep-2026)       ||      ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   (08-Sep-2026)       ||      *ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ    (07-Sep-2026)       ||      ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (07-Sep-2026)       ||      ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   (07-Sep-2026)       ||      ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   (07-Sep-2026)       ||      ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||     

HOME   ଜିଲ୍ଲା

ଅଧ୍ୟକ୍ଷ ପଦବୀ ସକାଶେ ଗୋଟିଚାଳନା ଆରମ୍ଭ ହୋଇଯାଇଛି

02-Mar-2022




ବରଗଡ:/ ସିଂହାସନ କାହା ଭାଗ୍ୟରେ ଅଛି,ହାତୀ କାହା ମୁଣ୍ଡ କଳସ ଢାଳୁଛି ତା ଉପରେ ସମସ୍ତ ଙ୍କ ନଜର ।କଳ୍ପନା ଜଳ୍ପନା ଲାଗିରହିଛି ପାନ ଦୋକାନ ଠାରୁ ଆରମ୍ଭ କରି ଚାହା ଦୋକାନ ପର୍ଯ୍ୟନ୍ତ । ଏହାରି ଭିତରେ ଚ୍ୟାରମେନ ପଦବୀ ପାଇଁ ଏକ ପ୍ରକାର ଅଭିଯାନ ଆରମ୍ଭ ହୋଇଯାଇଛି ।କାରଣ ଏଥରକ  ଅଧ୍ୟକ୍ଷ ପଦବୀ ଟି ମହିଳା ସାଧାରଣ ଭାବେ ସୃଷ୍ଟି ହୋଇଛି । ଏହାରି ଭିତରେ ଓଡ଼ିଶା ର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସମାପନ ହୋଇସାରିଛି । ବରଗଡ ଜିଲ୍ଲା ପାଇକମାଲ ବ୍ଲକ କେଛୋଦାଦାର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଭାବରେ ପ୍ରଥମ ଥର ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥିନୀ ଭାବେ ନିର୍ବାଚନ ଲଢୁଥିବା ମହିଳା, ଶ୍ରୀମତୀ ଭାବନା ସିଂ । ଶ୍ରୀମତୀ ଭାବନା ସିଂ ହେଉଛନ୍ତି ପାଇକମାଲ ବ୍ଳକ ର ବିଜୁ ଯୁବ ଜନତା ଦଳ ର ସଭାପତି ତଥା ହେବିୱେଟ ଯୁବନେତା ଶ୍ରୀମାନ ଗୌତମ ସିଂ ଙ୍କ ଧର୍ମପତ୍ନୀ। ଶ୍ରୀମାନ ସିଂ ଗ୍ରାମାଞ୍ଚଳ ର ବିଜୁ ଜନତା ଦଳ ର ଜଣେ ଦକ୍ଷ ସଂଗଠକ ଭାବେ ବେଶ ପରିଚିତ । ଶତାଧିକ କର୍ମୀ ମାନଙ୍କର କଠୋର ପରିଶ୍ରମରେ କେଛୋଦାଦାର ପଞ୍ଚାୟତବାସୀ ଙ୍କ ଶୁଭାଶ୍ରିର୍ବାଦ ଫଳତଃ ଭାବନା ସିଂ ପଞ୍ଚାୟତ ରେ ହୋଇଥିବା ସମିତି ସଭ୍ୟ ନିର୍ବାଚନ ରେ ବିପୁଳ ସଂଖ୍ୟାରେ ଭୋଟ ପାଇ ନିଜର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଶ୍ରୀମତୀ ସନ୍ତୋଷିନୀ ଦିଶ୍ରୀ ଙ୍କୁ ୧୪୫୨ ଖଣ୍ଡ ଭୋଟ ବ୍ୟବଧାନ ରେ ପରାସ୍ତ କରିଥିଲେ । ପଞ୍ଚାୟତ ରେ ସମୁଦାୟ ୩୧୧୭ ଖଣ୍ଡ ଭୋଟ ଜନତା ଦେଇଥିବାବେଳେ ଶ୍ରୀମତୀ ସିଂ ୨୧୭୩ ଖଣ୍ଡ ଭୋଟ ପାଇଥିବାବେଳେ, ଶ୍ରୀମତୀ ଦିଶ୍ରୀ ମାତ୍ର ୭୨୧ ଖଣ୍ଡ ଭୋଟ ପାଇ ତାଙ୍କୁ ସନ୍ତୋଷ୍ଟ ହେବାକୁ ପଡ଼ିଛି।ଠିକ ସେଭଳି ବିଜେଡି ଦଳର ହେବିୱେଟ ନେତା ଧବଳେଶ୍ଵର ସାହୁ । ଯେକି ଆଗରୁ କେତେ ବଡବଡ ଟାଣୁଆ ନେତା ଙ୍କୁ ପରାଜିତ କରିସାରିଛନ୍ତି ।ଦିର୍ଘ ୩୫ ବର୍ଷ ହେବ ସେ ଏଇ ପାଇକମାଲ ବ୍ଳକ ଅଞ୍ଚଳରୁ ଅଦ୍ୟାବଧି ପରାଜିତ ହୋଇନାହାନ୍ତି । ସେ ରାଜନୀତି ର ପୋଖତ ଖେଳାଳି । ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଦମୟନ୍ତୀ ସାହୁ ଙ୍କୁ ସମିତି ସଭ୍ୟା ଭାବେ ମାଣ୍ଡିଆଢିପା ଗ୍ରାମପଞ୍ଚାୟତ ଠାରେ ଦଳ ପକ୍ଷରୁ ଚଳିତ ତ୍ରିସ୍ତରୀୟ ନିର୍ବାଚନ ରେ ପ୍ରାର୍ଥୀନୀ ଭାବେ ଛିଡ଼ା କରାଯାଇଥିଲା । ଶ୍ରୀମତୀ ସାହୁ ସମୁଦାୟ ୨୦୧୨ ଭୋଟ ପାଇ ବିଜୟୀ ହୋଇଥିବା ସମୟରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଶ୍ରଦ୍ଧାଞ୍ଜଳୀ ପାଣିଗ୍ରାହୀ ମାତ୍ର ୭୫୭ ଭୋଟ ପାଇ ପରାଜୟ ହୋଇଛନ୍ତି । ସମୁଦାୟ ୧୨୫୫ ଭୋଟ ବ୍ୟବଧାନରେ ଶ୍ରୀମତୀ ସାହୁ ନିର୍ବାଚନ ବୈତରଣୀ ପାର ହୋଇ ନିର୍ବାଚିତ ହୋଇଥିବା ଜଣାଯାଏ ।ଅନୁରୁପ ପାଇକମାଲ ଅଧ୍ୟକ୍ଷ ଅଲତାପ ମହମ୍ମଦ ସେ ବି ଜଣେ ହେବିୱେଟ ନେତା । ତାଙ୍କ ଧର୍ମପତ୍ନୀ ଙ୍କୁ ଯେଉଁ ଗ୍ରାମପଞ୍ଚାୟତ ରେ ଗତ ପାଞ୍ଚ ବର୍ଷ ପୂର୍ବରୁ ନିଜେ ସମିତି ସଭ୍ୟ ଭାବେ ବିଜେଡି ଦଳ ପକ୍ଷରୁ ଛିଡ଼ା ହୋଇ ଜିଣିବାପରେ ପାଇକମାଲ ବ୍ଳକ ର ଅଧ୍ୟକ୍ଷ ସିଂହାସନ ରେ ବସିଥିଲେ,ସେହି ଟେମରୀ ଗ୍ରାମପଞ୍ଚାୟତ ରୁ ଚଳିତ ତ୍ରିସ୍ତରୀୟ ନିର୍ବାଚନ ରେ ନିଜ ଧର୍ମପତ୍ନୀ ଜାହିଦା ବାନୁ ଙ୍କୁ ଦଳ ତରଫରୁ ସମିତିସଭ୍ୟା ପ୍ରାର୍ଥିନୀ ଭାବେ ଛିଡ଼ା କରି ୪୯୮ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପ୍ରଭାସିନୀ ଧାନ ଙ୍କୁ ପରାଜିତ କରିବାରେ ସଫଳ ହୋଇଛନ୍ତି । ଶ୍ରୀମତୀ ବାନୁ ୧୨୧୭ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଶ୍ରୀମତୀ ଧାନ ମାତ୍ର ୭୧୯ ଖଣ୍ଡ ଭୋଟ ପାଇ ପରାଜୟ ହୋଇଛନ୍ତି । ବର୍ତ୍ତମାନ ନିର୍ବାଚିତ ପ୍ରତିନିଧି ମାନଙ୍କ ଦୃଷ୍ଟି ରହିଛି ପାଇକମାଳ ବ୍ଳକ ଅଧ୍ୟକ୍ଷ ସିଂହାସନ ଉପରେ । ନିଜ ନିଜ ଭିତରେ କସରତ ମଧ୍ୟ ଆରମ୍ଭ ହୋଇଯାଇଛି ।ହେଲେ ବର୍ତ୍ତମାନ ନିର୍ବାଚନୀ ଗୋଟି ଚାଳନା ରେ ମାହିର୍  ବିଜେଡି ଦଳ ର ମଙ୍ଗୁଆଳ ତଥା ଦୂରଦୃଷ୍ଟି ସମ୍ପର୍ଣ୍ଣ ବିଜ୍ଞ ରାଜନୈତିଜ୍ଞ ତୁଙ୍ଗନେତା ବରଗଡ ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ଙ୍କ ସୁଦୃଷ୍ଟି କାହା ଉପରେ ପଡ଼ିବ ଏବଂ ପାଇକମାଲ ଅଧ୍ୟକ୍ଷା ଭାବେ କିଏ ସିଂହାସନ ରେ ବସିବେ,ହାତୀ କାହା ମୁଣ୍ଡ ରେ କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା


News Comment




Photo in News

Advertisment
Lastest News
  ଜିଲ୍ଲା  
କୁଶଙ୍ଗ ଡିଗ୍ରୀ କଲେଜରେ ସାଇବର କ୍ରାଇମ ସଚେତନତା ଶିବିର   08-Sep-2026
  ଜିଲ୍ଲା  
କୁଶଙ୍ଗ ଡିଗ୍ରୀ କଲେଜରେ ସାଇବର କ୍ରାଇମ ସଚେତନତା ଶିବିର   08-Sep-2026
  ଜିଲ୍ଲା  
କୁଶଙ୍ଗ ଡିଗ୍ରୀ କଲେଜରେ ସାଇବର କ୍ରାଇମ ସଚେତନତା ଶିବିର   08-Sep-2026
  ଜିଲ୍ଲା  
ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ, ସମ୍ବେଦନଶୀଳ ଓ ଗତିଶୀଳ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   08-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ସେମିନାର ଅନୁଷ୍ଠିତ   08-Sep-2026
  ଜିଲ୍ଲା  
ପରବାସୀ ସମ୍ମାନ ୨୦୨୬ ଘୋଷିତ ଚାରି ବର୍ଗରେ ୪ ପ୍ରତିଭାଙ୍କୁ ସମ୍ମାନିତ କରିବ ‘ପରବାସୀ କୁଟୁମ୍’   08-Sep-2026
  ଜିଲ୍ଲା  
ଭୁବନପଲ୍ଲୀ ଗ୍ରାମପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି: ୨୩ଟି ଅଭିଯୋଗ ପଞ୍ଜୀକୃତ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   08-Sep-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   08-Sep-2026
  ଜିଲ୍ଲା  
ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ   08-Sep-2026
  ଜିଲ୍ଲା  
ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   08-Sep-2026
  ଜିଲ୍ଲା  
*ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   08-Sep-2026

You Might Also Like