-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
27-Feb-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଳକ ଜୋନ ନଂ-୧ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥିନୀ ଭାବେ ରଣାଙ୍ଗନରେ ଅବତୀର୍ଣ୍ଣ କରିଥିବା ସରସ୍ବତୀ ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀନୀ ରଜନୀ ସାହୁ ଙ୍କୁ ମାତ୍ର ୧୨୯ ଟି ଭୋଟ ରେ ପରାଜିତ କରି ବିଜୟୀ ହୋଇଛନ୍ତି । ସରସ୍ଵତୀ ସାହୁ ସମୁଦାୟ ୧୦୦୧୧ ଭୋଟ ସାଉଟିବାରେ ସକ୍ଷମ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ୯୮୮୨ ଖଣ୍ଡ ଭୋଟ ପାଇଥିଲେ ।