-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
27-Feb-2022
ବରଗଡ଼ :- ବରଗଡ଼ ଜିଲା ରେ ଗତକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଗଣନା ର ପ୍ରଥମ ପର୍ଯାୟ ସମାପନ ହୋଇ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଗଣନା ଆରମ୍ଭ ହୋଇଯାଇଛି । ସୋହେଲା ସୋହେଲାରେ ବିଜୁ ଜନତା ଦଳର ପ୍ରାର୍ଥିନୀ ଜାଇଫୁଲ ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାଜପାର ଭୂମିସୁତା ସାବତଙ୍କୁ ପରାସ୍ତ କରି ବିଜୟୀ ଘୋଷିତ ହୋଇଛନ୍ତି । ଜାଇଫୁଲଙ୍କୁ ୧୯,୯୩୧ ଭୋଟ ମିଳିଥିବାବେଳେ ଭୂମିସୁତାଙ୍କ ସପକ୍ଷରେ ମାତ୍ର ୭୩୯୬ ଭୋଟ ମିଳିଛି । ଯାହାକି ଗତକାଲି ହୋଇଥିବା ଗଣତି ରେ ଦବଦବା ରେକର୍ଡ ସୃଷ୍ଟି କରିପାରିଛନ୍ତି ।