-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
20-Feb-2022
କୋଦଳା/ଗଞ୍ଜାମ (ଉମା ମହାରଣା) -ଗଞ୍ଜାମ ଜିଲ୍ଲା କୋଦଳା ରେ ବାବା ଦଣ୍ଡିଶ୍ୱର କ୍ରିକେଟ ଆସୋସେଶନ ତରଫରୁ ଆଜି ଶୁଭ ଉଦ୍ଘାଟନ ହୋଇଯାଇଛି ।ଏହି ଉଦ୍ଘାଟନ ରେ କୋଦଳା ଏଡିସିନାଲ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଅଂଶଗ୍ରହଣ କରିଥିବାବେଳେ ଏହି ଖେଳର ଆୟୋଜନ କରିଛନ୍ତି କେଦାର ନାଏକ, ମିଟୁ ପରିଡା, ମିଥୁନ ପ୍ରଧାନ, ସମୀର ପରିଡା, ଅଶୋକ ପୋଲାଈ ଙ୍କ ସମେତ ଅନ୍ୟମାନେ ମଧ୍ୟ ସହଯୋଗ କରିଥିଲେ ।ଆଜି ର ପ୍ରଥମ ମେଚ ସୂର୍ୟ ଇଲେଭେନ ସହ ଆର୍ ସି ସି ଓଡନଇ ମଧ୍ଯରେ ଅନୁଷ୍ଠିତ
ହୋଇଥିଲା ।ଏଇ ଖେଳ ଦୀଘ୍ର ୧୬ ଦିନ ଧରି ଚାଲୁ ରହିବ ଏବଂ ଆସନ୍ତା ୨୭ ତାରିଖ ରେ ଫାଇନାଲ ମେଚ ହେବ ବୋଲି କମିଟି ତରଫରୁ ଜଣାଇଛନ୍ତି ।ଏଇ ଖେଳରେ ୧୬ ଟି ଟିମ କୁ
ନେଇ ଅନୁଷ୍ଠିତ ହୋଇଥିବାବେଳେ ଖେଳ ପ୍ରେମୀ ମାନେ ଖୁବ ଖୁସି ଅନୁଭବ କରିଛନ୍ତି । ଦ୍ରିଘ ୫ ବର୍ଷ ପରେ ଏହିପରି ଖେଳ ପୁଣି କୋଦଳା ଅଞ୍ଚଳ ରେ ଦର୍ଶକ ଙ୍କୁ ଦେଖିବା ର ସୁଯୋଗ ମିଳିଛି ।