-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
15-Nov-2020
କୋରାପୁଟ, (ପ୍ରେରଣା ଖବର) - କୋରାପୁଟ ପଟାଙ୍ଗୀ ବ୍ଲକର ସମ୍ବାଇ ପଞ୍ଚାୟତରେ ଆନ୍ଧ୍ରର ଦାଦାଗିରି । ସୁନାବେଡ଼ା ଗାଁ ନିକଟ ଜମିକୁ ମାପ କଲେ ଆନ୍ଧ୍ରର ସରକାରୀ କର୍ମଚାରୀ । ବିବାଦ ସ୍ଥଳରେ TDP ନେତାଙ୍କ ବିକ୍ଷୋଭ ଶୋଭାଯାତ୍ରା ସୂଚନା । ଓଡ଼ିଶାର ଜଙ୍ଗଲ ଜମିକୁ ଆନ୍ଧ୍ରର ଲୋକଙ୍କ ଅକ୍ତିଆର ଉଦ୍ୟମ ଜାରି!!