-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
24-Sep-2020
ଅନୁସନ୍ଧାନମୂଳକ ଖବର ତଥା ତଥ୍ୟ ଓ ନିଛକ ସତ୍ୟ ଉପରେ ଆଧାରିତ ଖବରକାଗଜ ‘ପ୍ରେରଣା’ ହେଉଛି ସାଧାରଣ ଜନତାଙ୍କ ମୁଖପତ୍ର । କଣ୍ଠରୁଦ୍ଧ ଜନତାଙ୍କ ସ୍ୱର ଏହି ଖବରକାଗଜ ଦୀର୍ଘ ୧୫ ବର୍ଷ ହେବ ବଲାଙ୍ଗୀର ମାଟିରୁ ନିରବିଛିନ୍ନ ଭାବରେ ପ୍ରକାଶିତ ହୋଇ ଆସୁଛି । ପକ୍ଷପାତିତାହୀନ ଗଠନମୂଳକ ସମ୍ବାଦ ପରିବେଷଣ କରି ପାଠକଙ୍କ ନିକଟତର ହେବା ହେଉଛି ‘ପ୍ରେରଣା’ର ମୂଳମନ୍ତ୍ର । ପାଠକଙ୍କ ଶ୍ରଦ୍ଧା, ସଦିଚ୍ଛା ଓ ରୂଚିକୁ ଅଗ୍ରାଧିକାର ଦେଇ ଆଗାମୀ ଦିନରେ ସାପ୍ତାହିକ ‘ପ୍ରେରଣା’ ରାଜ୍ୟ ତଥା ଦେଶକୁ ଏକ ନୂଅଁ ଦିଗ୍ଦର୍ଶନ ଦେବା ପାଇଁ ସଂକଳ୍ପବଦ୍ଧ ।
ରଘୁ ନନ୍ଦନ ସିଂହ, ସଂପାଦକ- ପ୍ରେରଣା
ମାଲପଡା, (ରେଲୱେ ଷ୍ଟେସନ ରୋଡ), ବଲାଙ୍ଗୀର-୭୬୭ଠଠ୧
ମୋ- ୯୯୩୭୧୪୮୬୨୨,