-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
09-Feb-2022
ବରଗଡ:-ବରଗଡ ଜିଲ୍ଲା ଭେଡେନ ଥାନା ଓ ରୁଷୁଡା ଫାଣ୍ଡି ଅଂଚଳରେ ନିର୍ବାଚନ କମିଶନର ନିର୍ଦ୍ଦେଶ ଅନୁଯାୟୀ ସୁସଂଗଠିତ ଢଙ୍ଗରେ ନିର୍ବାଚନ କରିବାକୁ ଭେଡେନ ପୋଲିସ ପକ୍ଷରୁ ଏସ ଡି ପି ଓ ଦୀପକ କୁମାର ଗୋଚ୍ଛାୟତ ଓ. ଭେଡେନ ଭାରପ୍ରାପ୍ତ ଅଧିକାରୀ ସଂଗିତା ମହାପାତ୍ର ଭେଡେନ ଥାନା ର ଷ୍ଟାଫ୍ ଓ ଆର୍ମ ଫୋର୍ସ ମିଳିତ ଭାବେ ଭେଡେନ, ଥୁଆପାଲି,ଝରାପାଲି ମାର୍କେଟ, ରେମଣ୍ଡା, ବୁରଦା, ଚିଚିଂଡା,ରୁଷୁଡା, ଗର୍ଭଣା, ଉଦେପୁର, ବାନିପାଲି ଇତ୍ୟାଦି ବିଭିନ୍ନ ଗ୍ରାମରେ ଫ୍ଳାଗ୍ ମାର୍ଚ୍ଚ କରି ଜନସାଧାରଣଙ୍କୁ ସଚେତନ କରାଇଥିଲେ। ତ୍ରିସ୍ତରୀୟ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ ସୁସଂଗଠିତ ଅନୁସାରେ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଥିବା ଜଣାଯାଏ।