-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
08-Feb-2022
ରାଉରକେଳା - ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରେ ଭିଜିଲାନ୍ସ ରାଉରକେଳା ର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକ ଙ୍କ ଘରେ ଚଢ଼ାଉ କରିଛି ।ରାଉରକେଳା,ସୁନ୍ଦରଗଡ଼,ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଆଜି ସକାଳେ ମନୋରଞ୍ଜନ ଙ୍କ ଛେଣ୍ଡ ସ୍ଥିତ ୨ ଟି ଘର,କାର୍ଯ୍ୟାଳୟ, ଭୁବନେଶ୍ୱର ଗୋଠ ପାଟଣା ରେ ଥିବା ଆପାର୍ଟମେଣ୍ଟ ସମେତ ୫ ଟି ସ୍ଥାନରେ ଚଢ଼ାଉ କରିଛି । ଭିଜିଲାନ୍ସ ସରକାରୀ କାଗଜପତ୍ର ଜବତ କରି ତଦନ୍ତ ଚାଲୁ ରଖିଛି । ବର୍ତମାନ ପର୍ଯ୍ୟନ୍ତ ବିଶେଷ ତଥ୍ୟ ମିଳିପାରିନାହିଁ ।