-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||      ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   (08-Oct-2026)       ||      ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||      ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   (07-Oct-2026)       ||      ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା    (07-Oct-2026)       ||      ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   (07-Oct-2026)       ||      ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   (07-Oct-2026)       ||      ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   (07-Oct-2026)       ||      ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   (07-Oct-2026)       ||      ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   (07-Oct-2026)       ||     

HOME   ଜିଲ୍ଲା

ଓୟୁଡବ୍ଲୁଜେ ର ପୂର୍ବତନ ସଦସ୍ୟଙ୍କ ବହିଷ୍କାର କୁ ନେଇ ପ୍ରତିବାଦ ବୈଠକ

06-Feb-2022



ବରଗଡ:- ବରଗଡ ଜିଲ୍ଲା ଶାଖା ସାମ୍ବାଦିକ ସଙ୍ଘ ଓୟୁଡବ୍ଲୁଜେ ଦ୍ୱାରା କିଛି ସାମ୍ବାଦିକ ମାନଙ୍କୁ ବହିଷ୍କାର କରିଥିବା ଖବର  ଚଳିତ ମାସ ତିନି ତାରିଖରେ ସମାଜ ଖବର କାଗଜରେ ପ୍ରକାଶିତ ହୋଇଥିଲା ତେଣୁ ତାହା ବିରୁଦ୍ଧରେ ରବିବାର ବରଗଡ ଠାରେ ଉକ୍ତ ସାମ୍ବାଦିକ ମାନଙ୍କ ଦ୍ୱାରା ଏହାର ପ୍ରତିବାଦ  ସ୍ୱରୂପ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ସେଥିରେ ଉକ୍ତ ସାମ୍ବାଦିକ ମାନେ ନିଜ ନିଜ ମନ୍ତବ୍ୟ ଦେଇ କହିଛନ୍ତି ।  ଗତ ଡିସେମ୍ବର ମାସ ୨୭ତାରିଖରେ ସେମାନଙ୍କର କାର୍ଡ ର ଅବଧି ସମାପ୍ତ ହୋଇଯାଇଥିବା ବେଳେ ପୁନର୍ବାର ଅବଧି ନବୀକରଣ କରିନଥିଲେ ଉକ୍ତ ସାମ୍ବାଦିକ ମାନେ | ତାହାର କାରଣ ସ୍ୱରୂପ ସେହି ସଂଘରେ ରାଜ୍ୟ କମିଟି ଦାୟିତ୍ୱରେ ଥିବା ଉପସଭାପତି ଜିଲ୍ଲାରେ ନିଜର ମନମୁଖି କାର୍ଯ୍ୟକଳାପ କରୁଥିଲେ ଓ ଏକଛତ୍ରବାଦୀ ନିୟମ କାର୍ଯ୍ୟକାରୀ କରୁଥିଲେ ଫଳରେ ଉକ୍ତ ସାମ୍ବାଦିକ ମାନେ ଅନେକ ଥର ସଂଘ ଦ୍ୱାରା ତିଆରି ସୋସିଆଲ ମିଡ଼ିଆ ଗ୍ରୁପରେ ଏହି ଅସୁବିଧା ଜଣେଇଥିଲେ ଏବଂ ସମସ୍ତ ସଦସ୍ୟଙ୍କୁ ନେଇ ସଙ୍ଘରେ ଲାଗିରହିଥିବା ବିବାଦ ବିଷୟରେ ଆଲୋଚନା କରିବା ପାଇଁ ଏକ ବୈଠକ କରିବା ସକାଶେ ଅନୁରୋଧ କରିଥିଲେ | କିନ୍ତୁ କିଛି ଦିନ ପରେ ଫେବୃଆରୀ ୩ ତାରିଖରେ ସମାଜ ଖବର କାଗଜରେ ପ୍ରକାଶିତ ହେଲା ଯେ ନଅ ଜଣ ସାମ୍ବାଦିକଙ୍କୁ ସଂଘ ବିରୁଦ୍ଧରେ କାର୍ଯ୍ୟ ପାଇଁ ବହିଷ୍କାର କରାଯାଇଛି | ତାହାର ପ୍ରତିବାଦରେ ଉକ୍ତ ସାମ୍ବାଦିକ ମାନେ ପ୍ରଶ୍ନ କରିଛନ୍ତି ଯଦି ଅବଧି ସରିଯାଇଛି ତେବେ ସେମାନଙ୍କୁ କେଉଁ ଅଧିକାରରେ ବହିଷ୍କାର କରାଗଲା । ଏବଂ କଣ ସବୁ ସଂଘ ବିରୁଦ୍ଧରେ କାର୍ଯ୍ୟକଳାପ କରିଥିଲେ ସେହି ସାମ୍ବାଦିକ ମାନେ ତାହା ସଂଘ ର ରାଜ୍ୟ ସଭାପତି ଶ୍ରୀମାନ ସୁଜ୍ଞାନ ଚୈାଧୁରୀ ସ୍ପଷ୍ଟୀକରଣ ରଖିବେ କି ?  ତାସହିତ ଯେଉଁ ଖବର କାଗଜ ଏହା ପ୍ରକାଶିତ କରିଥିଲା ସେ ଉକ୍ତ ସାମ୍ବାଦିକ ମାନଙ୍କର ମତ ନେଇଥିଲେ କି ?  ଜଣେ କହିଦେଲେ କି ଲେଖିକରି ଦେଇଦେଲେ ତାହା କଣ ସଠିକ ହୋଇଥାଏ ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ତେଣୁ ୩ ତାରିଖ ପ୍ରକାଶିତ ହୋଇଥିବା ଖବର କୁ ବିରୋଧ କରି ସେହି ସାମ୍ବାଦିକ ମାନେ ଏକ ପ୍ରତିବାଦ ସଭା କରିଥିଲେ ଓ ନିଜ ସମ୍ମାନହାନି ହୋଇଥିବା ହେତୁ ମାନହାନି ମାମଲା ରୁଜୁ କରିବାପାଇଁ ସ୍ଥିର କରିଛନ୍ତି | ସେଥିପାଇଁ ଆଗକୁ କଣ ସବୁ ପଦକ୍ଷେପ ନିଆଯିବ ତାହା ମଧ୍ୟ କରାଯିବ ବୋଲି ସେମାନେ ସ୍ଥିର କରିଛନ୍ତି | ଏହି ବୈଠକରେ ସାମ୍ବାଦିକଙ୍କ ମଧ୍ୟରେ ଅସିତ ସ୍ୱାଇଁ, ନିରଞ୍ଜନ ତ୍ରିପାଠୀ, ନବୀନ ଦାସ, ଆକାଶ ମିଶ୍ର, ଖିରୋଜ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ଓ ଏଥିରେ ସଂଘ ର ପୂର୍ବତନ ସଭାପତି ତ୍ରିବିକ୍ରମ ତ୍ରିପାଠୀ ମଧ୍ୟ ସହମତି ଅଛନ୍ତି ବୋଲି କହିଛନ୍ତି |


News Comment




Photo in News

Advertisment
Lastest News
  ଜିଲ୍ଲା  
କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   08-Oct-2026
  ରାଜ୍ୟ  
ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ   08-Oct-2026
ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   08-Oct-2026
  ଜିଲ୍ଲା  
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   08-Oct-2026
  ଜିଲ୍ଲା  
ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   08-Oct-2026
  ଜିଲ୍ଲା  
ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ   08-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   08-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   08-Oct-2026
  ଜିଲ୍ଲା  
ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   07-Oct-2026
  ଜିଲ୍ଲା  
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   07-Oct-2026
  ଜିଲ୍ଲା  
ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   07-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   07-Oct-2026

You Might Also Like