-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
01-Feb-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ରେ ଯାଉଥିବା ଭୁଲିଆବନ୍ଧ ର ବିଜୁଏକ୍ସପ୍ରେସ ରୋଡ କଡରେ ଥିବା ଗଛରେ ମାଓବାଦୀ ମାନେ ଲାଲ ରଙ୍ଗର କପଡାରେ ପଞ୍ଚାୟତ ନିର୍ବାଚନ କୁ ବର୍ଜନ କରିବାକୁ ଜନସାଧାରଣରେ ଅପିଲ କରିଛନ୍ତି ।ଏଥିରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି ଯେ, ନିଘଞ୍ଚ ଜଙ୍ଗଲ ପାହାଡ ପର୍ବତ ଘେରା ଗନ୍ଧମାର୍ଦ୍ଦନ ପାହାଡ଼ ରେ ସେମାନେ ସୁରକ୍ଷିତ ଭାବେ ରହୁଛନ୍ତି ।