-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||     

HOME   ଜିଲ୍ଲା

ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

31-Jan-2022



 ଭୁବନେଶ୍ୱର(ପ୍ରେରଣା ଖବର) : ଗତକାଲି  ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା lଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତା ରେ " ଜାଣିଲେ ଜିଣିବା" ପରି ଏକ କାର୍ଯ୍ୟକ୍ରମ ବରିଷ୍ଟ ଗୁରୁଜନ ଓ ପରିବାର ଗୁଗଲ ମିଟ ରେ ଅନୁଷ୍ଠିତ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମ ରେ ପ୍ରଥମେ ବାଳକୃଷ୍ଣ ପଣ୍ଡା ଗୋଟେ ଭଜନ ଗାଇଥିଲେ, ଡ ଉତ୍କଳ ଖାଡେଙ୍ଗା ଦାଇବେଟଲୋଜିଷ୍ଟ କେଆର ହସ୍ପିଟାଲ ଭୁବନେଶ୍ୱର ବହୁତ ମୂଲ୍ୟବାନ ମତାମତ ଡାଇବେଟିସ ରୋଗ ଉପରେ ଦେଇଥିଲେ, ସମସ୍ତଙ୍କୁ ଖାଇବା ପିଇବା ଉପରେ ନିଜକୁ କଣ୍ଟ୍ରୋଲ କରିବା ଓ ନିୟମିତ ବ୍ୟାୟମ୍ କରିବାକୁ ପରାମର୍ଶ ଦେଇ ଥିଲେ, ତତ୍ ପରେ ଡ ହରପ୍ରସନ ଦାସ ନିଜକୁ ଚିନ୍ତା ମୁକ୍ତ କରି ଜୀବନ ଯାପନ କରିବାକୁ କହିଥିଲେ, ମାନବ ସମାଜର କଲ୍ୟାଣ ନିମିତ୍ତ ପ୍ରକ୍ରତରେ କିଛି କରିବାକୁ ପରାମର୍ଶ ଦେଇଥିଲେ, ତତ ଡ ବିଶ୍ଵନାଥ ପଟ୍ଟନାୟକ ପଦ୍ମା ହସ୍ପିଟାଲ ପାଇଲସ ରୋଗ, କେତେ ପ୍ରକାର ଓ କିପରି ନିରାକରଣ ହୋଇପାରିବ ତାଙ୍କର ମତ ଦେଇଥିଲେ, ବରିଷ୍ଟ ଓକିଲ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପତ୍ରୀ ସୁପ୍ରିମକୋର୍ଟ ବରିଷ୍ଟ ନାଗରିକ ଙ୍କ ଆଇନ ଗତ ସମସ୍ୟା ସମ୍ବନ୍ଦରେ ଜଣାଇଥିଲେ, ଡ ଆରତୀ କର ମଧ୍ୟ ଏହିପରି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ, ଆୟୁର୍ବେଦ ଡ ସତ୍ୟସ୍ମିତା ଜେନା ବେକ କଷ୍ଠ ଓ ବିଭିନ୍ନ ବ୍ୟାୟାମ ବିଷୟ ରେ ସୂଚନା ପ୍ରଦାନ କରିଥିଲେ, ନିର୍ମଳା କୃତି ବିକାଶ ଟ୍ରଷ୍ଟ ର ଈ ଦିଲ୍ଲୀପ ପଟନାୟକ ତାଙ୍କ   ବକ୍ତବ୍ୟ ଗୁରୁଜନ ଓ ପରିବାର ସହିତ କିଛି ସମୟ ଦେଇ ସେମାନଙ୍କ

ସହ ଖୁସି ବାଣ୍ଟିବା ନିମନ୍ତେ ପରାମର୍ଶ ଦେଇଥିଲେ, ଭରତ ଭୂଷଣ ପଟ୍ଟନାୟକ ଓ ବିନୋଦ ବେହେରା ଦୁଇଟି ଭଜନ ପରିବେଷଣ କରିଥିଲେ, ଦିପ୍ତିମୟୀ ଲେଙ୍କା ମହାତ୍ମା ଗାନ୍ଧୀ ଙ୍କ ତିରୋଧ ଦିବସ ଉପଲକ୍ଷ ରାମ ଧୁନ ଓ ଜୟ ବୋଲୋ ମାନବିକତା ପରି ଗୀତ ଗାଇଥିଲେ, ଆଜିର କାର୍ଯ୍ୟକ୍ରମ ରେ ବିଜୟ ଦାସ ଶୁଭ୍ରାଂଶୁ ନାୟକ ଲଲିତ ମୋହନ ପଣ୍ଡା, ଲଲିତ ଖୁଣ୍ଟିଆ, ବୃନ୍ଦାବନ ସାହୁ, ସୁନିଲ ସାହୁ, କଲ୍ୟାଣ ପତି ,ରମେଶ ଚନ୍ଦ୍ର ସାହୁ, ସନ୍ତୋଷ ପାଣିଗ୍ରାହୀ, ନିବେଦିତା ଭଞ୍ଜ, ବିଶ୍ଵ ଓଡ଼ିଶା ଓ ବହୁ ବରିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026

You Might Also Like