-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
13-Nov-2020
ଚୌଦ୍ଵାର, (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ) ଚୌଦ୍ବାର ଓଟି ଏମ ଛକ ନିକଟରେ OD-05 N-0471 ବାଇକ୍ କୁ ଏକ ଅଜଣା ଟ୍ରକ୍ ଧକ୍କା ମାରିବା ଫଳରେ ଗାଡି ଚାଳକ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପଛରେ ବସିଥିବା ଲୋକ କୁ ଗୁରୁତର ଅବସ୍ଥାରେ କଟକ ଏ ସି ବି ମେଡିକାଲ କୁ ପଠାଇ ଦିଆଯାଇଥିବା ମୃତ୍ୟୁ ହୋଇଥିବା ବ୍ୟକ୍ତି ଙ୍କ ପରିଚୟ ମିଳିପାରିନାହିଁ ।