-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
27-Jan-2022
ପଦ୍ମପୁର:-ସଂପ୍ରତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜ୍ଞାନ ଗ୍ରାମର ବିନୋଦ ବିହାରୀ ସାହୁ ୭୮ ବର୍ଷ ବୟସରେ ହୃତଘାତ ରେ ପରଲୋକ ହୋଇଯାଇଛି ।ଜୀବନ ରେ ସେ ଅନେକ ଝଡଝଞ୍ଜା ରେ ଗତିକରି ଥିଲେ ସୁଦ୍ଧା କେବେବି ହାର ମାନିନଥିଲେ ।ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ଅଞ୍ଚଳ ରେ ବେଶ ପ୍ରଶଂସାର ପାତ୍ର ଥିଲେ lଗ୍ରାମର ମଧ୍ୟ ଇଂରାଜୀ ବିଦ୍ୟାଳୟ ରୁ ଶିକ୍ଷକତା ଆରମ୍ଭ କରି ଶେଷ ରେ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭାବେ ଅବସର ନେଇଥିଲେ । ତାଙ୍କ ଅକାଳ ବିୟୋଗ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଶେଷରେ ସ୍ତ୍ରୀ ଚୂଳବନ୍ତୀ ସାହୁ, ବଡ଼ପୁଅ ଡାକ୍ତର ତାରାକାନ୍ତ ସାହୁ,ନିଳକାନ୍ତ ସାହୁ, ରାଧାକାନ୍ତ ସାହୁ ଙ୍କ ସମେତ ୪ ନାତିନାତୁଣୀ,ତିନି ବହୂ, ଝିଅ, ଜ୍ୱାଇଁ ଙ୍କୁ ସବୁଦିନ ପାଇଁ ଛାଡି ଚାଲିଯାଇଛନ୍ତି l