-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
27-Jan-2022
ନର୍ଲା (ସଞ୍ଜିବ ଦାସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ଗ୍ରାମରେ ଚିରଞ୍ଜିଲାଲ ସାଗରମଲ ହଡୋଦିଆ ପରିବାର ଦ୍ୱାରା ନବନିର୍ମିତ ଜଗତଜନନୀ ମା ଦୁର୍ଗାଙ୍କ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂଜକ ସୁରେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହିତ ବିଷ୍ଣୁ ପ୍ରସାଦ ଶର୍ମା ପୂଜନ କାର୍ଯ୍ୟ ତୁଲାଇଥିଲେ। କର୍ତ୍ତା ରୂପେ ସାଗରମଲ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ସରୋଜ ଦେବୀ ଯୋଗ ଦେଇଥିଲେ। କୋଭିଡ କଟକଣା ଯୋଗୁଁ କମ୍ ସଂଖ୍ୟକ ଭକ୍ତଙ୍କ ଉପସ୍ଥିତରେ ଏହି ଶୁଭକାର୍ଯ୍ୟ ସମ୍ପନ୍ନ ହୋଇଥିଲା।