-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2020
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ବ୍ଲକ ଜିଏସ. ଡୁଙ୍ଗୁରିପାଲି ପଂଚାୟତର ବନଛୋରପାଲି ଠାରେ ରୋଜଗାର ଦିବସ ପାଳିତ ହୋଇଯାଇଛି l ଏଥିରେ ଲୋକ ମାନଙ୍କୁ ନିଜ ଅଞ୍ଚଳରେ ଏହି କିପରି ରୋଜଗାରକ୍ଷମ ହୋଇ ପାରିବେ ସେ ସମ୍ପର୍କରେ ସଚେତନ କରାଯାଇଥିଲା lଏହି ଦିବସରେ ପଂଚାୟତ ର ଅନେକ ବୁଦ୍ଧିଜୀବୀ ଓ ମହିଳା ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳମଣ୍ଡିତ କରିଥିଲେ l