-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
ପାଟଣାଗଡ଼, ବଲାଙ୍ଗିର ଜିଲ୍ଲା ରେ କରୋନା ଭୟାଭୟତା ଦେଖାଯାଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଅଛି ଡାକ୍ତରଖାନା ଗୁଡ଼ିକରେ ସୂସଜ୍ଜିତ ରେ ରଖିବା ପାଇଁ କିନ୍ତୁ ଘସିଏନ ଡାକ୍ତରଖାନାରେ ବିପରୀତ ଦେଖିବାକୁ ମିଳୁଛି। ଅଦିନିଆ ବର୍ଷା ରେ ଡାକ୍ତରଖାନାର ମୂଖ୍ୟ ଫାଟକ ସମ୍ମୁଖରେ ବର୍ଷା ପାଣି ଜମି କୃତ୍ରିମ ପୋଖରୀ ସୃଷ୍ଟି ହୋଇଛି। ନିତିଦିନି ଏହି ଡାକ୍ତରଖାନାକୁ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ଫଳରେ ପାଣି କୁ ଡେଇଁ ଯିବାକୁ ପଡୁଛି । ପରିବେଶ କୁ ଏହି ପାଣି ଯୋଗୁଁ ଦୂଷିତ କରୁଥିବା ରୁ ରୋଗୀଙ୍କୁ ଅସୁବିଧା ର ସମ୍ମୁଖୀନ କରିବାକୁ ପଡ଼ିବ। ଏଣୁ ଏଥିପ୍ରତି ପ୍ରଶାସନ ନଜର ଦେବାକୁ ଜନସାଧାରଣ ଦାବି କରିଛନ୍ତି।