-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଦଥତଦ

12-Jan-2022



ସୁବର୍ଣ୍ଣପୁର ଜିଲ୍ଳା ଚଢେଇପଙ୍କ ବାବା ମଠ ଠାରେ ଥିବା ବିର୍ଶାମୁଣ୍ଡା ସ୍ବୟଂ ସହାୟକ ଗୋଷ୍ଠୀର ବୈମାତୃକ ମନୋଭାବ ଯୋଗୁଁ ସେଠିକାର ସ୍ଥାନୀୟ ଚାଷୀ ହତାଶ ହୋଇପଡ଼ିଛନ୍ତି। 
ଏଠାରେ ଚାଷୀ ଙ୍କ ପାଈଁ ଏସ ଏଚ ଜି ଓ ପ୍ରଶାସନ ର ବ୍ୟବସ୍ଥା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ବାଉଁଶରେ ତିଆରି ହୋଇଛି ତମ୍ବୁ  କିନ୍ତୁ ଛପର ନାହିଁ । ଲକ୍ଷ ଲକ୍ଷ ଟଙ୍କା ଆସୁଛି ହେଲେ ସବୁ ସୁବିଧାରୁ ଚାଷୀ ବଞ୍ଚିତ ହେଉଥିବା ଏ ହେଉଛି ତାର ନଗ୍ନ ଚିତ୍ର । ଖୋଲା ଆକାଶ ତଳେ ଥିବା ଚାଷୀଙ୍କ ଧାନ ସବୁ ନଷ୍ଟ ହେବାରେ ଲାଗିଲାଣି । ଗତ 29 ତାରିଖରେ କୁଆପଥର ବର୍ଷାରେ ମଧ୍ୟ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଥିଲା । ସ୍ବୟଂ ସହାୟକ ଗୋଷ୍ଠୀ ଓ ପ୍ରଶାସନର ତରଫରୁ କୌଣସି ପ୍ରକାର ସୁ ବ୍ୟବସ୍ଥା କି ସାହାଯ୍ୟ କରିନଥିବା ଚାଷୀ ପ୍ରକାଶ କରିଛନ୍ତି । ଚାଷୀଙ୍କ କଥା ଶୁଣିବେ ଯଦି ଅବାକ୍ ହୋଇଯିବେ ଗତ 16 ତାରିଖରେ ଟୋକନ୍ ପାଇଥିବା ଚାଷୀଙ୍କ ଧାନ କାଦୁଅ ପଡିଆରେ ପଡିରହିଛି ଉଠିନାହିଁ କିନ୍ତୁ ପଛରେ ଆଣିଥିବା ଧାନ ଉଠିସାରିଲାଣି । ଖୋଲା ଆକାଶରେ ତଳରେ ରଖିଥିବା ନିରୀହ ଚାଷୀ ମାନଙ୍କ ପେଟକୁ ଲାତ ମାରୁଥିବା ବିର୍ଶାମୁଣ୍ଡା ସ୍ବୟଂ ସହାୟକ ଗୋଷ୍ଠୀ ଏ ହେଉଛି ତାର ନଗ୍ନ ଚିତ୍ର । ଏସ ଏଚ ଜି ତାଙ୍କର ସମ୍ପର୍କୀୟ ମାନଙ୍କୁ ଆଗେ ପ୍ରାଧାନ୍ୟ ଦେଉଛନ୍ତି ବୋଲି ନିରୀହ ଚାଷୀ କହୁଛନ୍ତି । ଆହୁରି ମଧ୍ୟ ଅନେକ ଅଭିଯୋଗ ଆଣିଛନ୍ତି ଯେମିତି କି    ୧.୧, ୧/୨ କିଲୋ ଲେଖାଏଁ କଟାହେବାର ସହ ଅଧା କିଲୋ ଲେଖାଏଁ  ବସ୍ତା ପିଛା କଟାହେଉଛି।  ଆଜି ଜଣେ ମିଡ଼ିଆ  ଯାଇ ଏସ ଏଚ ଜି ର ସଭାପତି ସଂପାଦକଙ୍କୁ ପଚାରିଲେ ଯେ, ସଂପାଦକ ସଭାପତି କହିଲେ ଆମ ଏଠୁ ଆଜି ପର୍ଯ୍ୟନ୍ତ ୧୪ ହଜାର କୁଇଣ୍ଟାଲ ଧାନ ଉଠିସାରିଲାଣି, ହେଲେ ସଂପାଦକ ସଭାପତି ପାଖରେ ତାର କୌଣସି ସଠିକ ହିସାବ ନାହିଁ । ପୁଣି ସି ଏସ ଓ ମହାଶୟକୁ ପଚାରିବାରୁ ସେ ମହାଶୟ କହିଲେ ଆମ ପାଖରେ କୌଣସି ପ୍ରକାର ଅଭିଯୋଗ  ଆସିନାହିଁ  । ଏବଂ ଜିଲ୍ଲାପାଳଙ୍କ ନେତୃତ୍ବରେ ତହସିଲଦାର, ସପ୍ଳାଇ ଅଫିସର, ଏସ ସି ସି ଓ , ଏ ଆର ସି ଏସ, ଆର ଏମ ସି  ସେକ୍ରେଟେରୀ ଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଏ ସବୁ ର ତଦାରଖ ପାଈଁ । ଯଦି ପ୍ରଶାସନ ଏମିତି ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି । ତାହେଲେ କେମିତି ଦେଖି ପାରିଲେ ନାହିଁ ପ୍ରଶାସନର ଏହି ସ୍ବତନ୍ତ୍ର ଟିମ୍ ଚାଷୀ ଏହି ଅବ୍ୟବସ୍ଥାକୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ପ୍ରଶାସନ ଏତେ ସଜାଗ୍ ତାହେଲେ ଚାଷୀ କଣ ପାଇଁ ଏତେ ହଇରାଣ ହରକତ ହେଉଛନ୍ତି । ଆଜି ଯଦି ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛନ୍ତି l ତାହେଲେ ଏଥି ପାଈଁ ଦାୟୀ କିଏ ତାହା ସ୍ପଷ୍ଟ ଜଣାପଡୁଛି l ଆଉ ମିଶନ ଶକ୍ତି  ନିଯୁକ୍ତି କରିଥିବା ଏସ ଏଚ ଜି ଗ୍ରୁପ ମାନେ କେତେ ଯୋଗ୍ୟ ଓ ପାରଙ୍ଗମ ତାହା ବି ସ୍ପଷ୍ଟ ବାରି ହେଉଛି l ଏବଂ ଆମ ଜ଼ିଲ୍ଲା କୁ ଓଡିଶା ର ଭାତ ହାଣ୍ଡି ବୋଲି ସବୁବେଳେ ନେତା ମନ୍ତ୍ରୀ ଭାଷଣ ମାରୁଥିବା  ବେଳେ ଏଇ ଭାତ ହାଣ୍ଡି ରୁ ଗୋଟାଏ ଭାତ ଚିପି ପରଖିଲେ ନେତା ଙ୍କ ବାହାଦୁରି କଥା ଦାଣ୍ଡ ରେ ପଡି ଏବେ ହାଟ ରେ ଗଡୁଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like