-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
ଢେଙ୍କାନାଳ // ଢେଙ୍କାନାଳଜିଲ୍ଲା ସଦର ମହକୁମାରେ 73ତମ ସାଧାରଣନ୍ତ୍ରତ ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲା ପାଳ କାର୍ଯାଳୟସ୍ଥ ସଦଭାବନା ସଭାଗୃହରେ ଜିଲ୍ଲା ପାଳ ଶ୍ରୀ ସରୋଜ କୁମାର ସେଠି ଙ୍କ ଅଧ୍ୟକ୍ଷତlରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ସମ୍ପୃତି କରେନାର ଦ୍ରୁତ ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା, ମାର୍ଗ ଦର୍ଶିକା ଅନୁଯାୟୀ ପବିତ୍ର ସାଧାରଣନ୍ତ୍ରତଦିବସ ପାଳନ କରାଯିବ, କୋରେନା ସଂକ୍ରମଣ କୁ ସମ୍ପୃଣ୍ଣ ନିୟତ୍ରଣ କରିବା ପାଇଁ ଉତ୍ସବ ରେ ସର୍ବସାଧାରଣଙ୍କ ସମlରମକୁ ପ୍ରଶାସନ ପକ୍ଷରୁ କାରଣ କରାଯାଇଛି, ଏଥିପାଇଁ ଜିଲ୍ଲା ପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି,