-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
ପଦ୍ମପୁର// ଆଜି ପଦ୍ମପୁର ଠାରେ ଅଦୃଶ୍ୟ ନାଟ୍ୟ ଆଶ୍ରମ ସମ୍ବଲପୁର ଓ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଅଦୃଶ୍ୟ ନାଟ୍ୟ ଆଶ୍ରମ ର କଳାକାର ମାନଙ୍କ ଦ୍ବାରା ଏକ ପଥପ୍ରାନ୍ତ ନାଟକ ଅଭିନୀତ ହୋଇଯାଇଛି lପଥପ୍ରାନ୍ତ ନାଟକ ଟି ଥେଲେସେମିଆ ଓ ସିକିଲ ସେଲ୍ ରୋଗ ନିୟନ୍ତ୍ରଣ ଉପରେ ଉପରେ ସଚେତନତା ସୃଷ୍ଟି କରିବା ଉପରେ ଆଧାରିତ ଥିଲା lଏହି ପଥପ୍ରାନ୍ତ ନାଟକ ଟିକୁ ପରିଚାଳନା କରିବାପାଇଁ ଏଠାରେ କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ବିଶ୍ୱଳୟା ସାହୁ,ମିନତୀ ସାହୁ, ହସ୍ପିଟାଲ ମ୍ୟାନେଜର ଦିବ୍ୟ କୁମାର ମେହେର ତଥା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ଆଶାକର୍ମୀ ମାନେ ସହଯୋଗ କରିଥିଲେ l