-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଅନଙ୍ଗଉଦୟ ସିଂଦେଓଙ୍କ ଜନ୍ମଦିନରେ ବିଜେଡିର ରକ୍ତଦାନ କାର୍ଯ୍ୟକ୍ରମ

11-Nov-2020



ବଲାଙ୍ଗୀର,,-ରାଜ୍ୟ ବିଜେଡିର ବରିଷ୍ଠଉପସଭାପତି ତଥା ପୂର୍ବତନ ସାଂସଦ ଅନଙ୍ଗଉଦୟ ସିଂଦେଓଙ୍କ ୭୫ତମ ଜନ୍ମଦିବସରେ ଆଜି ବିଜେଡିଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଛି । ଆଜି ସକାଳୁ ବିଜେଡିଦଳ ତରଫରୁ ଭୀମଭୋଇ ମେଡିକାଲକଲେଜ ହସପିଟାଲରେ ରୋଗୀଙ୍କୁ ଫଳବଣ୍ଟନ କରାଯାଇଥିଲା । ପରେ ଦିନ ୧୦ଟାରେ ବଲାଙ୍ଗୀର ପ୍ୟାଲେସଲାଇନର ମୀନା ଟେଣ୍ଟ ହାସଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କେବଳ ବଲାଙ୍ଗୀର ନୁହଁ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳି ଅନ୍ତର୍ଗତ ୭ଟି ଯାକ ବିଧାନସଭା କ୍ଷେତ୍ରରେ ଆଜି ବିଜେଡିକର୍ମିଙ୍କ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଛି । ବିଜେଡିଦଳର ବରିଷ୍ଠ ରାଜ୍ୟସଂପାଦକ ତଥା ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓ,ଯୁବନେତା ଅର୍କେଶନାରାୟଣ ସିଂଦେଓ ,ଯୁବବିଜେଡି ସଭାପତି ରାଜେନ୍ଦ୍ର ହୋତା,ଜୀବନବିନ୍ଦୁ ସଂଯୋଜକ ସାଗରସଂଗମ ଶତପଥିଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ୱଇଚ୍ଛାରେ ରକ୍ତଦାତାମାନେ ଆସି ରକ୍ତଦାନ କରିଥିଲେ । ବଲାଙ୍ଗୀର ଶିବିରରେ ବଲାଙ୍ଗୀର ସହର,ଦେଓଗାଁ ଓ ସଦରବ୍ଲକ ଅଞ୍ଚଳର ୭୫ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ଏହି ଶିବିରରେ ଯୁବନେତା ଅର୍କେଶନାରାୟଣ ସିଂଦେଓ ଓ ତାଙ୍କ ପତ୍ନୀ ଅଦ୍ରୀଜାମଞ୍ଜରୀ ସିଂଦେଓ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡିର ଉପସଭାପତି ପ୍ରଦୀପ ଗୁରୁ,ସଦରବ୍ଲକ ଅଧ୍ୟକ୍ଷ ଗୁଲାବ ବାଗ,ପୂର୍ବତନ ପୌରାଧ୍ୟକ୍ଷା ସନ୍ତଷିନୀ ବେହେରା,ଦମୟନ୍ତି ବାଗ,ପୂର୍ବତନ ଉପାଧ୍ୟକ୍ଷା ଲିପିଶ୍ରୀ ସାଏ,ବରିଷ୍ଠନେତା ଦୁର୍ଗାପ୍ରସାଦ ବେହେରା,ଲକ୍ଷ୍ମଣକୁମାର ମେହେର,ଜୟରାମ ମିଶ୍ର,ଭଗବାନ ବଗର୍ତ୍ତି,ପ୍ରଦୀପ ସାହୁ,ପ୍ରବୀଣ ମିଶ୍ର,ଧୃବ ଜୁଏଡ,କୈଳାସ ମହାନ୍ତି,ନରସିଂହ ବାଗ,ମହେନ୍ଦ୍ର ବାଗ,ନଗର ସଭାପତି ମହେନ୍ଦ୍ର ବାଗ,ମନୋଜ ଦୀପ,ଶିବ ବେହେରା, ଶିବ ସାହୁ,ସନ୍ତୋଷ ଦନ୍ତା,ନାରୀନେତ୍ରୀ ରଂଜୁ ରାଇମନ,ଜଗଦିଶ ପୋଢ,ପୂର୍ବତନ କାଉନସିଲର ମମତା ଜେନା,ସରୀତା ଦାସ,ନୂତନ ସେନ୍ଦ୍ରିଆ,ନରହରି ରାଉତ,ଅଶ୍ୱିନୀ ପୁଟେଲ,ଶମ୍ଭୁ ନାଗ,ଗୁଲାପି ବରାଡ,ଅଞ୍ଜନା ମହାନ୍ତ.ଛାତ୍ରନେତା ଗୁଞ୍ଜ ଖାନ,ସୁମନ ନନ୍ଦ,ଗୋବିନ୍ଦ ଶତପଥି,ବଣ୍ଟି ଚାନ୍ଦ,ଶମୀର କୁମାର,ଦେଓଗାଁର ମଣ୍ଟୁ ଖମାରୀ,ଘୁଣ୍ଡୁଗୋପାଳ ମିଶ୍ର,ଅନ୍ତର୍ଝାମୀ ଭୋଇ,ସଦର ବ୍ଲକର କୁଳମଣୀ ମେହେର,ପ୍ରଦ୍ୟୁମ୍ନ ହୋତା,ନୀହାର ରଂଜନ ସ୍ୱାଇଁ,ଉମେଶ ପଣ୍ଡା,ବେଞ୍ଜାମିନ କିରୋ,ସଗବରୂପ ଦାସ,ସଂଜିବ ନାଥ,ଦାରାସିଂ ଜେନା,ସୁନିଳ ସାହୁ,ଆସୀର୍ବାଦ ସାହୁ,ଦୀପକ ବେହେରା ,ଆଇଟି ପ୍ରଦୀପ ପରୁଆ ପ୍ରମୁଖ ସାମିଲ ହୋଇଥିଲେ । ଲୋଇସିଂହାଠାରେ ଜିଲ୍ଲା ଯୁବସଭାପତି ନୀତେଶ ଅଗ୍ରୱାଲଙ୍କ ନେତତ୍ୱରେ ୭୫ୟୁନିଟ,ବେଲପଡାରେ ସଂଜୀବ ମିଶ୍ର,ବନମାଳି ଖମାରୀ ଓ ମଧୁସୁଦନ ଦାସଙ୍କ ୧୦୧ୟୁନିଟ,ମୁରିବାହାଲ ଗୋଇମୁଣ୍ଡରେ ହଂସରାଜ ଜୈନ,ବୁଲୁ ସିଂଦେଓ,ଯୁବ ରାଜ୍ୟସଂପାଦକ ଅଜିତ ଯୋଷୀ ଓ  ବ୍ଲକଯୁବ ସଭାପତି ମାନସ ଖମାରୀଙ୍କ ନେତୃତ୍ୱରେ ୫୦ୟୁନିଟ,ଟିଟିଲାଗଡରେ ଭବାନୀପ୍ରସାଦ ହୋତା,ରହିମ ଖାନ,ସୁମନ୍ତ ସାହୁ ଓ ସରପଞ୍ଚସଂଘର ସଭାପତି ବୀରବର ସାହୁଙ୍କ ନେତୃତ୍ୱରେ ୭୫ୟୁନିଟ,ସୋନପୁର ଜିଲ୍ଲାର ଓଡିଶା ମୋ ପରିବାରର ସଂଯୋଜକ ରଂଜୀତ ରଥଙ୍କ ସଂଯୋଜନାରେ ବୀରମହାରାଜପୁର ନିର୍ବାଚନମଣ୍ଡଳିରେ ରାଜୁ ବିଶିଙ୍କ ନେତୃତ୍ୱରେ ଓ ସୋନପୁର ନିର୍ବାନମଣ୍ଡଳିରେ  ମୟୁଉଡାନଠାରେ ଦୀପକ ପଣ୍ଡା,ସୁରେନ୍ଦ୍ର ମେହେର ଓ ଅଶୋକ ନାଏକଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like