-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
ଭୁବନେଶ୍ୱର: :ଓମିକ୍ରନର ଭୟାବହତାକୁ ଦୃଷ୍ଟିରେ ଆଜି ମାଉସୀମା' ଛକରେ ମା' ଗଜଲକ୍ଷ୍ମୀ ପୂଜା କମିଟି ଏବଂ ଟ୍ରଷ୍ଟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଶୋଧନ ସହିତ ତୁଣ୍ଡି ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ, କାର୍ଯ୍ୟକାରୀ ସଭାପତି ରୋଟାରୀଆନ୍ ପ୍ରସନ୍ନ ଚୈଧୁରୀ, ଅତିରିକ୍ତ ସଂପାଦକ ଶଶୀଭୂଷଣ ଦାସ, ଅନୁଷ୍ଠାନର ସମ୍ପାଦକ ପ୍ରଭାତ ସାହୁ, ଉପ-ସଭାପତି ରୋଟାରିଆନ ଗଦାଧର ଦାସ, କୋଷାଧ୍ୟକ୍ଷ ବ୍ରଜ ନାୟକ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l କମିଟି ସଦସ୍ୟ ପ୍ରଣୟ ଜେଠୀ, ଲୋକନାଥ ଓଝା, ଶ୍ରୀକାନ୍ତ ନାୟକ, ଆଲୋକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ lଏହି ଅବସରରେ ସମସ୍ତେ ସରକାରୀ ନିୟମ ମାନି କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।