-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2022
ବେଗୁନିଆପଡା ବ୍ଲକ ର ମର୍ଦ୍ଦମେଖ ପଂଚାୟତରେ ବିଭିନ୍ନ ପ୍ରକଳ୍ପ ର ମାରାଥନ ଉଦଘାଟନ ସହ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଏହି ପଂଚାୟତର କୁସୁନପୁର ବିଜୁ ପାଠାଗାର , ଜୟସିଂହପୁର ଠାରେ ଆମ ଗାଁ ଆମ ବିକାଶ ରେ ନିର୍ମିତ କୋଠାଘର ,
ବେଲଝରି ଗ୍ରାମରେ କୋଠା ଘର ସହ ବିଜୁ କଲ୍ୟାଣ ମଣ୍ଡପ ର ଶୁଭ ଉଦଘାଟନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶୀନୀ, ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ
କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ତ୍ରିନାଥ ଭୂୟାଁ ,ସରପଞ୍ଚ ହୃଷୀକେଶ ମେହେଣା , ସମାଜସେବୀ ଚିତ୍ରସେନ ପରିଡା ଙ୍କ ସମେତ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।