-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ରାଜବୋଡାସମ୍ବର କୃଷକ ସଂଗଠନ ଗାଇସିଲେଟ ଦେଲା ଚେତାବନୀ

04-Jan-2022



ପଦ୍ମପୁର/ଗାଇସିଲେଟ : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ କୃଷି କାର୍ଯ୍ୟାଳୟରେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ ଆଦେଶ ଚିଠି ନ- ୪୧୨୧/୨୯.୧୨.୨୦୨୧ କ୍ରମେ ଚଳିତ ୨୦୨୧ ଖରିଫ ଋତୁ ପାଇଁ କୃଷକ ମାନଙ୍କ ଫସଲବୀମା ପ୍ରିମିୟମ ଭରାଯାଇଥିବାର ଆବେଦନକୁ ବାତିଲ  ର ପୁନଃ ଯାଞ୍ଚ  ପାଇଁ ସ୍ଥାନୀୟ ତହସିଲଦାର ମନୋଜ କୁମାର ଦେବତା, ସ୍ଥାନୀୟ ଏ ଏ ଓ ତରଣୀସେନ ବନଛୋର, HDFC ergo କମ୍ପାନୀ ର ଇନଚାର୍ଜ ବ୍ଲକ କୋଡ଼ିନେଟର ଅଜିତ କୁମାର ହୋତା, ରାଜବୋଡାସମ୍ବର କୃଷକ ସଙ୍ଗଠନ ରପ୍ରତିନିଧି ବିରେନ ପଧାନ, ଗଜପତି ସାହୁ,ଅରବିନ୍ଦ ପଣ୍ଡା, ସରୋଜ ସାହୁ,ରଥୀ ସାହୁ,ମୁକେଶ କୁମାର ସାହୁ, ବ୍ଲକ ଉପାଧକ୍ଷ ପ୍ରଣୟ ସାହୁ, ଚାଷୀ ନେତା ଚୈତନ୍ୟ ସାହୁ, ନାରାୟଣ ସାହୁ ,ବୁରୋମୁଣ୍ଡା ସରପଞ୍ଚ ସରୋଜ ଶ୍ରୀଭୂଷଣ ସାହୁ ଓ  ଅନେକ ଚାଷୀ ମାନେ ଉପସ୍ଥିତ ଥିଲେ l ବୈଠକରେ HDFC ERGO କମ୍ପାନୀ ର କର୍ମଚାରୀ ବାତିଲ ହେଇଥିବା ଫସଲବୀମା ପଞ୍ଜିକରଣ ର କୃଷକ ମାନଙ୍କ କାଗଜପତ୍ର ଯାଞ୍ଚ ପାଇଁ ଆସିଛି ବୋଲି କହିଲେ ମାତ୍ର ଚାଷୀ ନେତା ସମେତ ଚାଷୀ ମାନେ HDFC ERGO କମ୍ପାନୀ ର କର୍ମଚାରୀ ଙ୍କୁ ଫସଲବୀମା ବାତିଲ ପ୍ରାସଙ୍ଗିକ ତଥା ରିଜେକ୍ଟ, ରିଭର୍ଟ ଓ ପେଣ୍ଡିଙ୍ଗ ଥିବା ବୀମା କୁ ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ I ମାତ୍ର କମ୍ପାନୀ ର କର୍ମଚାରୀ ପ୍ରଶ୍ନ ଗୁଡିକର କୌଣସି ଉତ୍ତର ଦେଇ ପାରିନଥିଲେ l ପରେ କୃଷକ ସଂଗଠନ ର ପ୍ରତିନିଧି ଓ ସମସ୍ତ କୃଷକ  ଏହି ଡକୁମେଣ୍ଟ ଯାଞ୍ଚ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରିଥିଲେ ଏବଂ ଦାବି କଲେ କି

HDFC ERGO କମ୍ପାନୀ ଆମ ଠାରୁ (କୃଷକ ଠାରୁ) ପ୍ରିମିୟମ ନେଇଛି ଏବଂ ଆମ୍ଭ ବ୍ଲକରେ ଅନାବୃଷ୍ଟି ହେତୁ ସମ୍ପୂର୍ଣ୍ଣ ମରୁଡି ହୋଇଛି ଏଣୁ ଆମ୍ଭଙ୍କୁ HDFC ERGO କମ୍ପାନୀ କୌଣସି ପ୍ରକାରେ ଏପୃଭ କରି ବୀମା ରାଶି ପ୍ରଦାନ କରିବାକୁ ଦାବି ହେଲା I ଶେଷରେ HDFC EGRO ବୀମା କମ୍ପାନୀ ର ଷ୍ଟେଟ ହେଡ ମୁଖ୍ୟ ଙ୍କ ସହିତ ତହସିଲଦାର ଓ ଏଚ୍ ଡି ଏଫ୍ ସି ର କର୍ମଚାରୀ କଥା ହେଲା ପରେ ଆସନ୍ତା ୬.୧.୨୦୨୨ ଦିନ ଚାଷୀ ପ୍ରତିନିଧି ଓ କୃଷକ ମାନଙ୍କ ସହିତ ଏ ବାବଦରେ ବୈଠକ ରେ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଗଲା I ଯଦି HDFC Ergo କମ୍ପାନୀ ଗାଇସିଲେଟ ବ୍ଲକର ରିଜେକ୍ଟ ହୋଇଥିବା ସବୁ ଆବେଦନକୁ ଏପୃଭ ନ କରେ, ତେବେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ,ଏଥିପାଇଁ HDFC Ergo କମ୍ପାନୀ ଏବଂ ପ୍ରଶାସନ ହିଁ ଦାୟୀ ରହିବେ ବୋଲି  ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି  l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like