-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
03-Jan-2022
ସାରା ରାଜ୍ୟ ରେ ଆଜିଠାରୁ ୧୫ ରୁ ୧୮ ବର୍ଷ ବୟସ କିଶୋର ଙ୍କୁ କୋଭିଡ ଟୀକା କରଣ ଲାଗି ସରକାର ନିଷ୍ପତି ନେଇଛନ୍ତି l ଏଥିଲାଗି ସରକାରଙ୍କ ପକ୍ଷରୁ ଟୀକା କେନ୍ଦ୍ରରେ ସମସ୍ତ ପ୍ରସ୍ତୁତି କରାଯାଇଛି l ଅନ୍ୟପଟେ ଟୀକା ନେବାଲାଗି କିଶୋର ମାନେ
ମଧ୍ୟ ଟୀକା କେନ୍ଦ୍ର ଆଗରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି l ସେହିଭଳି ଆଜି ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଚିକିତ୍ସାଳୟ ଠାରେ ମଧ୍ୟ କିଶୋର ଙ୍କୁ ଟୀକା କାରଣ କରାଯାଇଛି l ଆଜି ସ୍ୱାସ୍ଥ କେନ୍ଦ୍ରରେ ୧୫୦ ଜଣ କିଶୋର ଙ୍କୁ ସ୍ଲାଟ ବୁକିଙ୍ଗ ଅନୁଯାଇ ଟୀକା କରଣ କରାଯିବା ର ଲକ୍ଷ ଧର୍ଯ୍ୟ କରାଯାଇଛି l ସେପଟେ ଟୀକା ନେବା ଲାଗି କଲେଜ ଛାତ୍ର ଛାତ୍ରୀ ଆସି ଟୀକା ନେବା ପରେ ଖୁସି ବ୍ୟକ୍ତ କରିଛନ୍ତି l