-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
03-Jan-2022
ଧର୍ମଗଡ଼ (ଜ୍ୟୋତିରଞ୍ଜନ ବେମାଲ)
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଏକ ଜନ୍ମିତ ଶିଶୁ ର ମୃତ ଦେହ କୂଅ ଭିତରୁ ଉଦ୍ଧାର କରାଯାଇଛି ।ତେବେ ଏହା ଏକ ଅବୈଧ ପ୍ରେମ ସମ୍ପର୍କ ପ୍ରତୀକ ବୋଲି ଅନୁମାନ କରାଯାଉଛି। ଖବର ପାଇ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତ ଶିଶୁ ପୁତ୍ର ଦେହ ଉଦ୍ଧାର କରିଥିବା ବେଳେ କୋକସରା ପୋଲିସ ଘଟଣା ସ୍ଥଳରେ ପହଂଚି ଶିଶୁପୁତ୍ର ର ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।