-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||     

HOME   ଜିଲ୍ଲା

ପର୍ୟ୍ୟଟକ ଙ୍କୁ ଆକୃଷ୍ଟ କରିଵା ପାଈଁ ସୁବର୍ଣ୍ଣପୁର ଓ ମନମୁଣ୍ଡା ସହର ର ବିଭିନ୍ନ ମନ୍ଦିର ଓ ଐତିହାସିକ ପୀଠ ରେ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସାପ୍ତାହିକ ସଫେଇ ଅଭିଯାନ

31-Dec-2021



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ)//  ନୁଆଁ ବର୍ଷ ରେ ଦୂର ଦୁରାନ୍ତର ର ପର୍ୟ୍ୟଟକ ଙ୍କୁ ଆକୃଷ୍ଟ କରିଵା ପାଈଁ ଡିସେମ୍ବର ଶେଷ ସପ୍ତାହ ରେ ସ୍ୱଚ୍ଛ ଭାରତ ସଂଗଠନ  ସୋନପୁର -ମନମୁଣ୍ଡା ପକ୍ଷରୁ ସ୍ଥାନୀୟ  ଇଷ୍ଠ ଦେବୀ ମା ସୁରେଶ୍ୱରୀ ଙ୍କ ମନ୍ଦିର, ପଟାଭାଡ଼ି ସ୍ଥିତ ଶ୍ରୀ ଲୋକନାଥ ଶୈବ ପୀଠ, ଶ୍ରୀ ରାମେଶ୍ୱର ତ୍ରିବେଣୀ ସଙ୍ଗମ,  ସୋନପୁର ଓ ମନମୁଣ୍ଡା ର ଶ୍ରୀ ସୁବର୍ଣ୍ଣମେରୁ ଶୈବ ପୀଠ, ତେଲ ନଦୀ ଓ ମହାନଦୀ ପାର୍ଶ୍ଵରେ ଥିବା ଏଭଳି ବିଭିନ୍ନ ମନ୍ଦିର ଓ ବଣ ଭୋଜି ସ୍ପଟ ରେ  ସ୍ୱତନ୍ତ୍ର ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା l  ସଂଗଠନର  ସଭାପତି ଲଷ୍ମୀ ନାରାୟଣ ମେହେର  ଓ ଅନ୍ୟତମ ପ୍ରତିଷ୍ଠାତା ସୟଦ ଅଲିମୁଲ ଇସଲାମ ଙ୍କ ପରାମର୍ଶ ଓ ତତ୍ୱାବଧାନ ରେ ଉପଦେଷ୍ଟା ତଥା ବରିଷ୍ଟ ସଭ୍ୟ ଶ୍ରୀ ଗରିବ ଲୋଇ, ଅଶୋକ ହୋତାଙ୍କ ସକ୍ରିୟ

ଯୋଗଦାନ ରେ ଏହି ସାପ୍ତାହିକ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି  ଅଭିଯାନକୁ ସଂଗଠନର  ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଏହି ଅଭିଯାନର ସମସ୍ତ କାର୍ଯ୍ୟକ୍ରମ ରେ  ରାମ ଅଗ୍ରୱାଲ, ପ୍ରମୋଦ ସାହୁ, ତରଣୀ ମେହେର, ତ୍ରିଲୋଚନ ତରୀଆ, ସିମାଞ୍ଚଳ ହୋତା, ଜୟନାରାୟଣ ସାହୁ, ଜୟନ୍ତ ବେହେରା,  ଦିଲ୍ଲୀପ ଭୁକ୍ତା, ମନୋଜ ପଣ୍ଡା, ଚୌଧୀରି ବିଭାର, ଲଡ଼ୁକିଶୋର ମଲ୍ଲିକ,ଗୋକୁଳ ଠାକୁର, ପ୍ରତାପ ଦାଶ, ରାମୁ ତିୱାର,ପ୍ରମୋଦ ମାହାଣl, ପ୍ରଫୁଲ୍ଲ ନାଏକ, କ୍ରିଷ୍ନା ମେହେର, ପ୍ରମୁଖ ସମସ୍ତ ସକ୍ରିୟ ସଭ୍ୟ ଏହି ମହତ କାର୍ଯ୍ୟ ରେ ଯୋଗ ଦେଇ ପର୍ଯ୍ୟଟକ ଙ୍କୁ ସ୍ୱାଗତ କରିଥିଲେ l ସୁବର୍ଣ୍ଣପୁରର ଏହି ଐତିହାସିକ ପୀଠ ଓ ପର୍ୟ୍ୟଟନ କ୍ଷେତ୍ର ମାନଙ୍କ ରେ ନୁଆଁ ବର୍ଷ ଡିସେମ୍ବର ଓ ଜାନୁଆରୀ ମାସ ରେ ସହରର ଶ୍ରୀ ଲୋକନାଥ ମନ୍ଦିର, ଶ୍ରୀ ରାମେଶ୍ୱର ମନ୍ଦିର ଶ୍ରୀ ସୁବର୍ଣ୍ଣମେରୁ  ମନ୍ଦିର, ମା ସୁରେଶ୍ୱରୀ, ମା ଲଙ୍କେଶ୍ୱରୀ , ଗୋକୋନେଶ୍ୱର ମନ୍ଦିର ସମେତ ମହାନଦୀ ତେଲ ନଦୀ ପାଖ ଆଖ ଅଂଚଳ ରେ ପ୍ରତିବର୍ଷ ବଣ ଭୋଜି ପାଈଁ ରାଜ୍ୟ ସାରା ଲୋକଙ୍କ ଭିଡ଼ ଜମୁଥିବାରୁ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ଓ  ସ୍ଥାନୀୟ ପୌର ପରିଷଦ  ର ମିଳିତ ସହଯୋଗ ରେ ସହର ର ବିଭିନ୍ନ ମନ୍ଦିର ଓ ପର୍ୟ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ସଫେଇ ଅଭିଯାନ ପ୍ରତିବର୍ଷ  ଲଗାତାର ଭାବେ ଚାଲୁରହିଥାଏ l  ବିଭିନ୍ନ ପର୍ବ ପର୍ବାଣି, ଗାନ୍ଧୀ ଜୟନ୍ତୀ,  ମେଡିକାଲ, ରୋଗୀ ସେବା ଶ୍ରମ, ସ୍କୁଲ କଲେଜ, ପଏଁରୀ ଅନୁଷ୍ଠାନ ଓ ସରକାରୀ ବେସରକାରୀ ବିଭିନ୍ନ ଜାନି ଯାତ୍ରା, ଲୋକ ମହୋତ୍ସବ ମାନଙ୍କରେ ସଂଗଠନ ପକ୍ଷରୁ ସ୍ୱତନ୍ତ୍ର ସଫେଇ ଅଭିଯାନ, ପଲିଥିନ ମୁକ୍ତ ଅଭିଯାନ, ଗୋ ଶ୍ରଦ୍ଧା ଅଭିଯାନ, ରକ୍ତ ଦାନ ପାଈଁ ପ୍ରୋତ୍ସାହନ ଦେବା, ବୃକ୍ଷ ରୋପଣ, ଭଳି ବିଭିନ୍ନ ସଚେତନତା ଅଭିଯାନ ସମେତ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି, ବାର୍ଷିକ ଉସ୍ସବ ରେ ବିଭିନ୍ନ ଜ଼ିଲ୍ଲା ର ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧନା ଭଳି  ସଂଗଠନ ପକ୍ଷରୁ ବିଭିନ୍ନ ମହତ କାର୍ଯ୍ୟକ୍ରମ ମାନ ଉଭୟ ସହର ରେ ବର୍ଷ ସାରା  ପାଳନ କରାଯାଇଥାଏ  ବୋଲି ସଂଗଠନ ର ସଭାପତି ଲଷ୍ମୀନାରାୟଣ ମେହେର, ଉପ -ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ ମତ କରିଛନ୍ତି l ଏହା ବ୍ୟତୀତ ୨୦୧୫ ରେ ସ୍ଥାନୀୟ ଫରେଷ୍ଟ ପାର୍କ ଠାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରେ ପ୍ରଶାସନ ର  ଘୋର ଅବହେଳା ଯୋଗୁଁ ୪୦୦ ରୁ ଉର୍ଧ୍ଵ ଗଛ ଠାଏ ଠାଏ ଖରା ରେ

ମରି ମରି ଯାଉଥିବା ବେଳେ ସ୍ୱଚ୍ଛ ଭାରତ ସଂଗଠନ ସଙ୍କଟମୋଚକ ଭଳି ଅଣ୍ଟା ଭିଡି ଗଛ ବଞ୍ଚାଅ ଅଭିଯାନ ରେ ଦୀର୍ଘ ଦୁଇ ତିନି ମାସଧରି ନଳ କୂପ ରୁ ପାଣି ଦେଇ ସଂଘର୍ଷ  ଜାରି ରଖିଥିଲା l ଏବଂ  ବିଧାୟକ,ଜ଼ିଲ୍ଲାପାଳ, ଏସ -ପି, ପୌର      ପରିଷଦ ସମେତ ବିଭିନ୍ନ ଅଧିକାରୀ, ସହର ର କିଛି ବୁଦ୍ଧିଜୀବୀ, ପାର୍କ ର ମର୍ନିଙ୍ଗ ୱାକର୍ସ, ସମସ୍ତ ଙ୍କୁ ଏଥିରେ ସାମିଲ କରାଇ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ଗଛ ଗୁଡିକୁ ପୁନର୍ଜନ୍ମ ଦେବା ରେ ସକ୍ଷମ ହୋଇଥିଲା ସଂଗଠନ l ଯେଉଁ ଗଛ ସବୁ କି ଆଜି ସହର ବାସୀ ଙ୍କୁ, ଦୂରଦୁରାନ୍ତର ପର୍ୟ୍ୟଟକଙ୍କୁ ହସି ହସି ସ୍ୱାଗତ କରୁଛି ଖୋଲା ଅମ୍ଳଜାନ ଯୋଗାଉଛି, କୋଭିଡ ସଙ୍କଟ ବେଳେ ଲୋକ ଙ୍କୁ ବଞ୍ଚାଇଛି l ଯାହାକି ସଂଗଠନ ର ସମସ୍ତ ସଭ୍ୟଙ୍କୁ ଖୁବ ଆତ୍ମସନ୍ତୋଷ ମିଳିଛି l ସ୍ୱଚ୍ଛ ଭାରତ ସଂଗଠନ ର ଏଇ ମହତ କାର୍ଯ୍ୟ ସବୁଦିନ ସ୍ମରଣୀୟ ହୋଇ ରହିବ ଏବଂ  ଆଗାମୀ ଯୁବ ପିଢୀଙ୍କୁ ପ୍ରେରଣା ଦେବ ବୋଲି ସଂଘର ଉପଦେଷ୍ଟା  ପ୍ରଦୀପ ପୁରୋହିତ, ବିନୋଦ ମେହେର, ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026

You Might Also Like