-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଦଶମ ଭଲିବଲ ପ୍ରତିଯୋଗିତା ଉଦଯାପିତ

27-Dec-2021



ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଳକ ରେ ଯାଉଥିବା  ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ଲହଙ୍ଗୀର ଠାରେ ବୀର ସୁରେନ୍ଦ୍ର ସାଏ ସ୍ପୋଟିଙ୍ଗ ଆନୁକୁଲ୍ୟରେ ଦିର୍ଘ ଦୁଇଦିନ ଧରି ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି lସ୍ୱର୍ଗତ ଥବିର ପ୍ରଧାନ (ବାୟାମନ) ଏବଂ ସ୍ୱର୍ଗତ ଅଲେଖ ପ୍ରଧାନ ଙ୍କ ସ୍ମାରକୀ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିଲା lଏହି ଭଲିବଲ ଟୁର୍ଣ୍ଣାମେଣ୍ଟ  ରେ ପ୍ରଥମ ଦିବସ ରେ ୧୬ ଟି ଦଳକୁ ନେଇ ପ୍ରତିଦ୍ବନ୍ଦିତା ହୋଇଥିଲା lଶେଷରେ କୁର୍କୁଟି ଓ ଦର୍ଲିମୁଣ୍ଡା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଫାଇନାଲରେ କୁର୍କୁଟି ଭଳିବଲ ଦଳ ବିଜୟୀ ଘୋଷିତ ହୋଇଥିଲେ lସେହିପରି ଦ୍ୱିତୀୟ ଦିବସ ରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ମୋଟ ୬ ଟି ଦଳ ଙ୍କ ମଧ୍ୟରେ ଲିଗ୍ ମ୍ୟାଚ କାଁଟେ କି ଟକ୍ଟର ହୋଇଥିଲା lଉକ୍ତ ଦିବସ ର ପ୍ରତିଯୋଗୀତା ରେ ଭିଏସଏସ ସ୍ପୋଟିଙ୍ଗ ଲହଙ୍ଗୀର,ଟୁଇଙ୍କିଲ୍ ସ୍ପୋଟିଙ୍ଗ୍ ରାୟପୁର,ଅଡଗାଁ ଭଳିବଲ ଦଳ ବରଗଡ,ଭାଭେଶ ଷ୍ପୋଟିଙ୍ଗ ବରଗଡ଼,ତରେକେଲା ରାୟଗଡ,ଦର୍ଲିମୁଣ୍ଡା ନୂଆପଡ଼ା ଭାଗନେଇଥିଲେ lଫାଇନାଲ ମ୍ୟାଚ ରେ ତରେକେଲା ଭଲିବଲ ଦଳ ଓ ଦର୍ଲିମୁଣ୍ଡା ଦଳ ଭିତରେ ସଂଘର୍ଷ ମୟ ଖେଳ ହୋଇ ଶେଷରେ ତୁରେକେଲା ବିଜୟୀ ଘୋଷିତ ହୋଇଥିଲେ lଏହି ଦୁଇଦିନ ଖେଳ ପରିଚାଳନା କରିଥିଲେ ଖେଳଶିକ୍ଷକ ସର୍ବଶ୍ରୀ:-ଜଗନ୍ନାଥ ସାହୁ, ଘନଶ୍ୟାମ ପ୍ରଧାନ, ରମେଶ ସେଟ,ହୃଦମଣୀ ଭୋଇ, ରାମକୃଷ୍ଣ ବାରିକ, ସୁଶାନ୍ତ ସାହୁ lଏହି ଟୁର୍ଣ୍ଣାମେଣ୍ଟରେ ସ୍କୋରର୍ ଦାୟିତ୍ଵ ତୁଲାଇଥିଲେ ସୈାରଭ ପ୍ରଧାନ, ରାମଚନ୍ଦ୍ର ସାହୁ lଅତିଥି ଭାବେ ପ୍ରଥମ ଦିବସ ରେ ସର୍ବଶ୍ରୀ:-ରଘୁମଣୀ ବେହେରା, ଜଗନ୍ନାଥ ଛତ୍ରିଆ,ମନୋହର ବରିହା, ବିକ୍ରମାଦିତ୍ୟ ବେହେରା ଉଦଘାଟନୀ ଉତ୍ସବରେ ଯୋଗଦାନ କରି ଉଦଘାଟିତ ପରେ ଖେଳ ଆରମ୍ଭ ହୋଇଥିଲା lଉଦଯାପନୀ ଉତ୍ସବ ରେ ସର୍ବଶ୍ରୀ:-,ଛବିଳ ବାରିକ, ଦେବାନନ୍ଦ ବରିହା, ପରମାନନ୍ଦ ଭୋଇ, ରଞ୍ଜିତ ଭୋଇ, ମହେନ୍ଦ୍ର ବାରିକ, ମହେନ୍ଦ୍ର ବରିହା, ପୁରୁଷୋତ୍ତମ ବେଟକାର, ମହିଳା ନେତ୍ରୀ ସୁସ୍ମିତା ବାରିକ ଙ୍କ ସମେତ ଗ୍ରାମର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଯୋଗଦେଇ ଖେଳାଳି ତଥା ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ lଉକ୍ତ ଟୁର୍ଣ୍ଣାମେଣ୍ଟ କୁ ପୂର୍ବତନ ଖେଳାଳୀ ସର୍ବଶ୍ରୀ:-ଅଶୋକ ପ୍ରଧାନ,ଋଷଭ ପାତ୍ର,ଭୀଷ୍ମ ଦେବ ସାହୁ, ବିଶ୍ୱାମିତ୍ର

ପ୍ରଧାନ, ଜୟନାରାୟଣ ପ୍ରଧାନ, ମହେନ୍ଦ୍ର କନ୍ଧା, ଜୟପ୍ରକାଶ ପ୍ରଧାନ,ସତ୍ୟ କୁମାର ପ୍ରଧାନ ଆଦି ଦିବାରାତ୍ର କୁ ଏକାକାର କରି ସାଫଲ୍ୟ ମଣ୍ଡିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ lଭିଏସଏସ ସ୍ପୋଟିଙ୍ଗ ର ଖେଳାଳି ମାନେ ହେଲେ ସର୍ବଶ୍ରୀ:-ନିଳମଣୀ ପୋଢ,ସୁରଜ ପ୍ରଧାନ,ମନିଷ ବାରିକ,ଜୟ କୁମାର ସାହୁ,ମାନସ ବାରିକ, ମିନକେତନ ସାହୁ,ଯୋସବ ପ୍ରଧାନ,ଟିକସ ସାହୁ,ରୁପେଶ ବେହେରା,ପୁସ୍ତୋମ ସାହୁ,ଚୁମିଲାଲ ବାରିକ, ଚନ୍ଦ୍ରମଣି ପ୍ରଧାନ, ଯଶୋବନ୍ତ ପୋଢ,ବୁଲୁ ସାହୁ,କିରଣ କୁମାର,ବିବେକ ପ୍ରଧାନ, ନିରାମୟ ପୋଢ ଆଦି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ lଉଦଯାପନୀ ଉତ୍ସବ ରେ ନିମନ୍ତ୍ରିତ ସମସ୍ତ ଅତିଥି ବିଜୟୀ ଦଳ ଙ୍କୁ ପୁରସ୍କାର ବିତରଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like