-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର okil ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ଜିଲ୍ଲା

ଟ୍ରାଫିକ ସମସ୍ୟା ଓ ଆଇନ ଶୃଙ୍ଖଳା ନେଇ ସିନ୍ଧେକେଲା ଥାନାରେ ବଣିକସଂଘ ଓ ପୋଲିସର ବୈଠକ

24-Dec-2021



ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପୋଲିସ ଷ୍ଟେସନ ଅଭ୍ୟର୍ଥନା କକ୍ଷରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀଙ୍କ ତତ୍ତ୍ଵାବଧାନରେ ବଣିକସଂଘ ଓ ପୋଲିସ ପ୍ରଶାସନ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସିନ୍ଧେକେଲା ଥାନାରେ ନୁଆ ଯୋଗ ଦେଇଥିବା ଥାନାଧିକାରି ଆଲୋକ ବେହେରା ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସିନ୍ଧେକେଲା ରେ ଗୁରୁତର ଟ୍ରାଫିକ ସମସ୍ୟା କୁ କେମିତି ନିୟନ୍ତ୍ରଣ କରାଯିବ,  ଅଞ୍ଚଳରେ ଭୁଶୁଡି ପଡିଥିବା ଆଇନ ଶୃଙ୍ଖଳା କୁ ଠିକ ରାସ୍ତାରେ କେମିତି ଅଣାଯିବ ତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବଣିକ ସଂଘ ସଭାପତୀ ସୁବାସ ଜୈନ ସିନ୍ଧେକେଲା ଥାନାରେ ଷ୍ଟାଫ କମ ଥିବା ଏବଂ ଥାନା ଏରିଆ ବଡ ଥିବାରୁ ତୁରନ୍ତ ଷ୍ଟାଫ ପ୍ରଦାନ କରିବା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସମୟ ସାରଣୀ ପ୍ରସ୍ତୁତ କରିବା ନେଇ ଏସଡିପିଓ ଶ୍ରୀ ସତପଥୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜଣେ ଥାନାଧିକାରି ବିନା ଷ୍ଟାଫ ରେ ଚାହିଁଲେ ବି ଆଇନ ଶୃଙ୍ଖଳା ତଥା ଟ୍ରାଫିକ ନିୟନ୍ତ୍ରଣ କରିବା ସମ୍ଭବପର ହେବ ନାହିଁ ବୋଲି ଉପସ୍ଥିତ ସମସ୍ତ ସଭ୍ଯ ମତବ୍ୟକ୍ତ କରିଥିଲେ। ବଲାଙ୍ଗୀର, କଳାହାଣ୍ଡି ଓ ନୁଆପଡା ଜିଲ୍ଲାର ସିମାନ୍ତ ରେ ସିନ୍ଧେକେଲା ଥାନା ଅବସ୍ଥିତ ଥିବାରୁ ମୁଳ୍ୟବାନ ଖଣିଜ ଦ୍ରବ୍ଯ , ଜଙ୍ଗଲଯାତ ଦ୍ରବ୍ଯ , ଗୋ ଚାଲାଣ ଭଲି ବିଭିନ୍ନ ଚୋରାଚାଲାଣ କାରୀ ବେଶ ଆରାମରେ ଏ ଥାନା ଅଞ୍ଚଳ ଦେଇ ଯାତାୟତ କରୁଥିବା ନଜିର ରହିଛି । ଏହାସହ ନିଶା କାରବାର ଓ ସଟ୍ଟା କାରବାର ର ପେଣ୍ଠସ୍ଥଳୀ ରୁପେ ଉଭା ହୋଇଛି ସିନ୍ଧେକେଲା ଥାନା ଅଞ୍ଚଳ। ଏହି କାରଣରୁ ଚୋରୀ , ଲୁଟ ଓ ରାହାଯାନୀ ବଢିଛି ତେଣୁ ଜିଲ୍ଲା ପୋଲିସ ପ୍ରଶାସନ ସିନ୍ଧେକେଲା ଥାନାକୁ ଏକ ପଞ୍ଚାୟତ ଲେବେଲ ଥାନାର ଦୃଷ୍ଟିରେ ନ ଦେଖି ଅଞ୍ଚଳର ଅବସ୍ଥିତି କୁ ନଜର ଦେବା ଜରୁରୀ ବୋଳି ମତପ୍ରକାଶ ପାଇଥିଲା। ଏସଡିପିଓ ଶ୍ରୀ ସତପଥୀ ଓ ଥାନାଧିକାରି ଶ୍ରୀ ବେହେରା ତାଙ୍କ ମୋବାଇଲ ନମ୍ବର ସମସ୍ତଙ୍କୁ ଦେବାସହ ପୋଲିସ ସବୁବେଲେ ଆପଣ ମାନଙ୍କ ସହ ରହିଛି , ରହିବ କିନ୍ତୁ ଆପଣ ମାନଙ୍କ ସହଯୋଗ ମଧ୍ଯ ନିହାତି ଜରୁରୀ ବୋଲି କହିଥିଲେ ଏବଂ ନିଜେ

ତଥା ନିଜ ପରିବାର ଓ କଷ୍ଟୋପାର୍ଜିତ ସମ୍ପତ୍ତି କୁ କେମିତି ସୁରକ୍ଷା ଦିଆଯିବ ତାହା ସ୍ପଷ୍ଟ ଭାବେ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ। ଶେଷରେ ସଂଘ ସଭାପତି ଶ୍ରୀ ଜୈନ ଧନ୍ୟବାଦ ଅର୍ପଣ କରିବାସହ ବଣିକସଂଘ ସବୁବେଳେ ପୋଲିସ ପ୍ରଶାସନ ସହ ଜଡିତ ରହି ସହଯୋଗ କରିବ ବୋଳି କହିଥିଲେ। ଅନ୍ୟମାନଙ୍କ ମଧ୍ଯରେ ବଣିକସଂଘ ର ଛତ୍ରପାଳ ଜୈନ, କିରୋଡି ଜୈନ, ସନ୍ତୋଷ ଜୈନ, ସରୋଜ ଜୈନ, ଜଗନ୍ନାଥ ଜୈନ, ଗୋବିନ୍ଦ ସାହୁ, ସାୟର ଜୈନ, ଅନିଲ ଜୈନ , ଗୋପୀ ସାହୁ , ମନୋଜ ଜୈନ, ପ୍ରକାଶ ଜୈନ, ସାମ୍ବାଦିକ ଅନିଲ କୁମାର ତ୍ରିପାଠୀ, ଦିନେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। 


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର okil ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like