-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||     

HOME   ଜିଲ୍ଲା

ମହନ୍ତ ଶ୍ରୀ ଗିରିବର ଦାସ ଜୀ ମହାରାଜ ଙ୍କ ପରଲୋକ* - *ବୌଦ୍ଧ, ସୁବର୍ଣ୍ଣପୁରଓ ବଲାଙ୍ଗୀର ଅଂଚଳ ରେ ଶୋକ* *ବିଷାଦ ଗ୍ରସ୍ତ ମଣିଷ ଙ୍କ ମନ ରେ ବଞ୍ଚିବା ର ନୁଆଁ ଆଶା ସଂଚାର ପ୍ରଦାନ କରୁଥିଲେ ମହନ୍ତ ଶ୍ରୀ ଦାସ

21-Dec-2021



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଆଜି ରାତି   ୪ ଘଣ୍ଟା ସମୟରେ ଡ଼ଙ୍ଗରଗାଡ଼ ମଠର ମଠା ଧୀଶ  ମହନ୍ତ ଶ୍ରୀ ଗିରିବର ଦାସ ଜୀ ମହାରାଜ ଙ୍କ ହୃଦଘାତ ରେ ପରଲୋକ ଘଟି ଯାଇଥିବାରୁ ସୋନପୁର, ବୌଦ୍ଧ ତଥା ପାଖ ପଡୋଶୀ ଜ଼ିଲ୍ଲା ରେ ଆଜି ଶୋକ ର ଛାୟା ଖେଳି ଯାଇଛି l ୧୯୯୯ ମସିହା ରୁ ମହନ୍ତ ଶ୍ରୀ ଦାସ ଦୀର୍ଘ ୨୧ ବର୍ଷ ଧରି ବୌଦ୍ଧ ଅଂଚଳ ର ଡ଼ଙ୍ଗରଗାଡ଼ ମଠ ର ପୁନଃରୁଦ୍ଧାର କରି ସେ ଏ ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ଆସିଥିବା ବେଳେ ଏହା ପୂର୍ବରୁ ଶ୍ରୀ ଦାସ ପ୍ରଥମେ ତରଭା ବ୍ଲକ ର ପାଇକ ବାହାଲ ଗାଁ ଓ ପରେ ବହିରlସର ଗାଁ ଉଭୟ ମଠ ର ମଠlଧୀଶ ଦାଇତ୍ୱ ନେଇ ସେ ଓ  ବିହାରୀ ଦାସ ପାଇକ ବାହାଲ ମଠ ର ପ୍ରଥମ ମହନ୍ତ ଶ୍ରୀ ସିଦ୍ଧ ଗୁରୁଙ୍କ ଠାରୁ ଶିଷ୍ୟ ଗ୍ରହଣ କରିଥିଲେ l ମହନ୍ତ  ଶ୍ରୀ ଗିରିବର ଦାସ  ହିମାଳୟ ରେ ମଧ୍ୟ କିଛି ବର୍ଷ ତପସ୍ୟା କରି ଥିବା ବେଳେ ଏ ତିନୋଟି ଜ଼ିଲ୍ଲାର ସମସ୍ତ ମଠ ରେ ତାଙ୍କ ତତ୍ୱାବଧାନରେ ଦୀର୍ଘ ବର୍ଷ ରୁ ଅଖଣ୍ଡ ମହାମନ୍ତ୍ର,

ନାମ ଯଜ୍ଞ ପରିଚାଳନା କରାଯାଉଥିବା ଏବଂ କୌଣସି ମାୟା ମୋହ ନ ରଖି ଏ ସମଗ୍ର ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରି ପାରିଥିଲେ l ଶ୍ରୀ ଦାସଙ୍କ  ସାଧନା, ମଧୁର ବାଣୀ, ହସ ଓ ଅମାୟିକ ବ୍ୟବହାର ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ହୃଦୟକୁ ଛୁଇଁ ପାରିଥିବା ବିଷୟ ସବୁ ଆଡେ ଚର୍ଚ୍ଚା ଚାଲିଛି l ମରୁ ଭୂମି ରେ ମରୁଦ୍ୟାନ ଯେପରି ତୃଷାର୍ତ୍ତ ପଥିକ ମନରେ ଆଶା ସଂଚାର କରେ ସେହିପରି ବିଷାଦ ଗ୍ରସ୍ତ  ମଣିଷ ମାନଙ୍କୁ ପ୍ରେରଣl ଦାୟୀ ଉପଦେଶ ମାଧ୍ୟମରେ ତାଙ୍କ ମନ ରେ ସକାରାତ୍ମକ ଭାବନା ର ମଞ୍ଜି  ବୁଣି ପାରିଥିଲେ l ଏଠି ତୁଳସୀ ଦାସ ଙ୍କ ଉକ୍ତି  ଟି ମନେ ପଡେ  "ଶଠ ସୁଧରହି ସତ ସଂଗତି ପାଇ " ରାମ କୃପା ବିନୁ ସୁଲଭନ କୋଈ " l ରାୟପୁର ଅମରକଣ୍ଟକ ମଠ ର ମଠlଧୀଶ ଶ୍ରୀ ଶ୍ରୀ କଲ୍ୟାଣ ଦାସ ଜୀ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସୁବର୍ଣ୍ଣପୁର ର ମା ସୁରେଶ୍ୱରୀ ଙ୍କ ମନ୍ଦିର ରେ  ଲକ୍ଷାଧିକ ଜନ ସମାଗମ ରେ ଆୟୋଜିତ  ଚଣ୍ଡୀ ମହାଯଜ୍ଞ ରେ ଗୁରୁତ୍ୱପୂର୍ଣ ଦାଇତ୍ୱ ବହନ କରି ଶ୍ରୀ ଦାସ ଏହା କୁ ସୁ -ପରିଚାଳନା କରି ଥିଲେ  ଏବଂ ଏହା ସମେତ ଏ ସମଗ୍ର ଅଞ୍ଚଳ ରେ ଆୟୋଜିତ ବଡ଼ ବଡ଼ ଯଜ୍ଞ କାର୍ଯ୍ୟକ୍ରମ ରେ ଉତ୍ସର୍ଗୀକୃତ ସେବା ଓ ପରାମର୍ଶ କରିଥାନ୍ତି ଶ୍ରୀ ଦାସ l ଗତ ମାସ କାର୍ତିକ ପୁର୍ଣିମା ତିଥି ରେ ଶ୍ରୀ ଦାସ ସୁବର୍ଣ୍ଣପୁର ର ଐତିହାସିକ ପୀଠ ଶ୍ରୀ ରା ମେଶ୍ୱର ତ୍ରିବେଣୀ ସଙ୍ଗମ ର ଗଙ୍ଗା ଆରତୀ କାର୍ଯ୍ୟକ୍ରମ ରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କୁ ଦର୍ଶନଦେବା ସହିତ ଖୋଲା ଖୋଲି ଭାବେ ବାର୍ତାଳାପ କରି ସମସ୍ତ ଭକ୍ତ ଶ୍ରଦ୍ଧାଳୁ ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l ଆଜି ଏ ଦୁଃଖଦ ଖବର ଏ ସମଗ୍ର ଅଞ୍ଚଳର  ଲକ୍ଷାଧିକ ଲୋକ  ତଥା ଭକ୍ତ ଶ୍ରଦ୍ଧାଳୁ  ଙ୍କ  ମନ ରେ ଖୁବ ଆଘାତ ଦେଇଥିବା ବେଳେ  ପୁରୀ ମହନ୍ତ ଶ୍ରୀ ବଂଶୀଧର ଦାସ ଜୀ ମହାରାଜ, ପାଇକ ବାହାଲ, ବହିରlସର ମଠ ଓ ଶହ ଶହ ସାଧୁ ସନ୍ୟାସୀଙ୍କ ସମେତ ଏ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି,  ସୁବର୍ଣ୍ଣପୁରର ଶ୍ରୀବତ୍ସ ମଲ୍ଲିକ, ଲଷ୍ମୀ ନାରାୟଣ ମେହେର, ଅଭିମନ୍ୟୁ କୁଶଳ, ,ମୁନା ତ୍ରିପାଠୀ, ମାନଭଞ୍ଜନ ବେଦବାକ, ରଶ୍ମି ସାହୁ, ଲକ୍ଷ୍ମଣ ଦେହୁରୀ, ମାରୱାଡି ଯୁବା ମଞ୍ଚର କର୍ମକର୍ତା,  ବିଭିନ୍ନ ଆଧ୍ୟାତ୍ମିକ ସଂଗଠନ ର ସଦସ୍ୟ ଓ ଏ ପାଖଆଖ ଜ଼ିଲ୍ଲା ର ହଜାର ଭକ୍ତ ଶ୍ରଦ୍ଧାଳୁ ଡ଼ଙ୍ଗରଗାଡ଼ ମଠ ରେ ପହଂଚି   ସ୍ବର୍ଗୀୟ ଦାସ ଙ୍କ ମର ଶରୀର କୁ ଅନ୍ତିମ ଦର୍ଶନ କରିଥିଲେ l

 


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026

You Might Also Like