-+91-9937148622 |

prerana_bgr@rediffmail.com |

  Friday 13th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ପାର୍କିଂ ଜୋନ ଓ ସ୍ପୀଡ ବ୍ରେକର ଦାବି - ଜିଲ୍ଲା ଛାତ୍ର କଂଗ୍ରେସ ର ପ୍ରସ୍ତାବ   (12-Mar-2026)       ||      ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କଳିକେଶଙ୍କ ବିଧାନସଭାରେ ପ୍ରଶ୍ନ♦️ ବଲାଙ୍ଗୀର ଜିଲ୍ଲାରେ ଖଣିଭିତ୍ତକ ଶିଲ୍ପସ୍ଥାପନର ପ୍ରସ୍ତାବ ନାହିଁ - ଖଣିମନ୍ତ୍ରୀ   (12-Mar-2026)       ||      *ନିଆରା ବିବାହ ବାର୍ଷିକୀ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ*-   (12-Mar-2026)       ||      ସରକାରଙ୍କ ଅଜବ ନୀତି:ଏଚ୍ ଆର ଏମ୍ ଏସ ସର୍ଭର ବନ୍ଦ,ତଥାପି ବିଲ୍ ଦାଖଲ ପାଇଁ ଡେଡ୍ ଲାଇନ୍   (12-Mar-2026)       ||      ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ   (12-Mar-2026)       ||      ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସାଂସ୍କୃତିକ ସଂଗଠନ ଓ ନାଟ୍ୟ ପରିଷଦ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ    (12-Mar-2026)       ||      ହରିରାଜପୁର ମେଳଣ ପଡିଆରେ ରାଜ୍ୟସ୍ତରୀୟ କବିତା ଆସର    (12-Mar-2026)       ||      ଡୁମେରପିଟା ସ୍କୁଲ ରେ ଛାତ୍ରଙ୍କୁ ମାଡ଼ ଘଟଣା,ଥାନା କୁ କଥା ଗଲା ପରେ ମଧ୍ୟ ସମ୍ପୃକ୍ତ ଶିକ୍ଷକ ଙ୍କୁ ସୁରକ୍ଷା ଦେଉଛି କିଏ ?   (12-Mar-2026)       ||      ବାପୁଜୀ ପବ୍ଲିକ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ ପାଳିତ   (12-Mar-2026)       ||      *ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଉପରେ ତାଲିମ ଶିବିର*   (12-Mar-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   (11-Mar-2026)       ||      ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ    (11-Mar-2026)       ||      ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   (11-Mar-2026)       ||      ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   (11-Mar-2026)       ||      ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   (11-Mar-2026)       ||      *ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   (11-Mar-2026)       ||      *ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   (11-Mar-2026)       ||      “ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   (11-Mar-2026)       ||      ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   (11-Mar-2026)       ||      ଶାସ୍ତ୍ରୀୟ ଭାଷା ଦିବସ ପାଳିତ    (11-Mar-2026)       ||     

HOME   ଜିଲ୍ଲା

ପୋଲିସ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଆଇଆଇସି ସମେତ ୨ ଗୁରୁତର

21-Dec-2021



ରେଢ଼ାଖୋଲ( ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା, କିସିଣ୍ଡା ଥାନା ଗାଡ଼ି ହୋଇଛି ଦୁର୍ଘଟଣାଗ୍ରସ୍ତ । ଗାଡ଼ି ରେ ଥିବା ଥାନା ଆଇଆଇସି ଓ ଗାଡ଼ି ଡ଼୍ରାଇଭର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲ ଓ ଅବସ୍ଥା ଗୁରୁତର ହେବାରୁ ପରେ ଉଭୟଙ୍କୁ ବୁର୍ଲା ମେଡ଼ିକାଲ

ସ୍ଥାନାନ୍ତରିତ କରାଯାଇଛି ।ଆଜି ସକାଳେ ବଡମାଲ ଫାଣ୍ଡି ଅଧିକାରୀ ଙ୍କ ବାଥରୁମ ରେ ଖସି ପଡ଼ି ମୃତ୍ୟୁ ବରଣ କରିଥିବା ଖବର ପାଇ , କିସିଣ୍ଡା ଥାନା ଅଧିକାରୀ ପ୍ରଶାନ୍ତ ସାମଲ ଓ ଜଣେ ହୋମଗାର୍ଡ ଇଭାନ ବିଶ୍ଵାଳ ସହ ନିଜେ ପୋଲିସ ଗାଡି ଚଳାଇ ଆସୁଥିବା ବେଳେ, କିସିଣ୍ଡା – ରେଢ଼ାଖୋଲ ରାସ୍ତା ର ଆମ୍ବପାଳ ଠାରେ ଭାରସାମ୍ୟ ହରାଇ ଏକ ଗଛ ରେ ପିଟି ହୋଇଥିଲେ ।

ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବାରୁ ପୋଲିସ ସମସ୍ତ ଙ୍କୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲ ଆଣି ଥିଲା । ପ୍ରାଥମିକ ଚିକିତ୍ସା ପରେ ଦୁହିଁକୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ପାର୍କିଂ ଜୋନ ଓ ସ୍ପୀଡ ବ୍ରେକର ଦାବି - ଜିଲ୍ଲା ଛାତ୍ର କଂଗ୍ରେସ ର ପ୍ରସ୍ତାବ   12-Mar-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କଳିକେଶଙ୍କ ବିଧାନସଭାରେ ପ୍ରଶ୍ନ♦️ ବଲାଙ୍ଗୀର ଜିଲ୍ଲାରେ ଖଣିଭିତ୍ତକ ଶିଲ୍ପସ୍ଥାପନର ପ୍ରସ୍ତାବ ନାହିଁ - ଖଣିମନ୍ତ୍ରୀ   12-Mar-2026
  ଜିଲ୍ଲା  
*ନିଆରା ବିବାହ ବାର୍ଷିକୀ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ*-   12-Mar-2026
  ଜିଲ୍ଲା  
ସରକାରଙ୍କ ଅଜବ ନୀତି:ଏଚ୍ ଆର ଏମ୍ ଏସ ସର୍ଭର ବନ୍ଦ,ତଥାପି ବିଲ୍ ଦାଖଲ ପାଇଁ ଡେଡ୍ ଲାଇନ୍   12-Mar-2026
  ଜିଲ୍ଲା  
ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ   12-Mar-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସାଂସ୍କୃତିକ ସଂଗଠନ ଓ ନାଟ୍ୟ ପରିଷଦ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ   12-Mar-2026
  ଜିଲ୍ଲା  
ହରିରାଜପୁର ମେଳଣ ପଡିଆରେ ରାଜ୍ୟସ୍ତରୀୟ କବିତା ଆସର   12-Mar-2026
  ଜିଲ୍ଲା  
ଡୁମେରପିଟା ସ୍କୁଲ ରେ ଛାତ୍ରଙ୍କୁ ମାଡ଼ ଘଟଣା,ଥାନା କୁ କଥା ଗଲା ପରେ ମଧ୍ୟ ସମ୍ପୃକ୍ତ ଶିକ୍ଷକ ଙ୍କୁ ସୁରକ୍ଷା ଦେଉଛି କିଏ ?   12-Mar-2026
  ଜିଲ୍ଲା  
ବାପୁଜୀ ପବ୍ଲିକ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ ପାଳିତ   12-Mar-2026
  ଜିଲ୍ଲା  
*ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଉପରେ ତାଲିମ ଶିବିର*   12-Mar-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   11-Mar-2026
  ଜିଲ୍ଲା  
ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ   11-Mar-2026

You Might Also Like