ପଦ୍ମପୁର/ବିଜେପୁର: ରାଜ୍ୟ ସରକାର କୃଷକମାନଙ୍କ ବିକାଶ ନିମନ୍ତେ ବିଭିନ୍ନ ଯୋଜନାମାନେ ପ୍ରଣୟନ କରୁଛନ୍ତି ଯାହାଦ୍ୱାରା ଚାଷୀମାନେ ବିଶେଷ ଲାଭବାନ ହେବା ପରିଲକ୍ଷିତ ହେଉଛି.ଏଭଳି ଯୋଜନା ମାନଙ୍କର ଲାଭ ଉଠେଇ ଅନେକ ଯୁବ ଚାଷୀମାନେ ଚାଷକାମ କରିବା ସହ ନିଜେ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି ମଧ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି.

  ଏଭଳି ଏକ ଯୁବଚାଷୀ ହେଉଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସୁବ୍ରତ ସାହୁ ଯିଏ ଚାଷ ପାଇଁ ଚାକିରୀ ଛାଡ଼ି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି.ତାଙ୍କର ଶୈକ୍ଷିକ ଯୋଗ୍ୟତା ସ୍ନାତକ. ପୂର୍ବରୁ ସେ ବ୍ୟାଙ୍କିଙ୍ଗ ସେକ୍ଟରରେ କାମ କରୁଥିଲେ କିନ୍ତୁ ଚାଷ କାମ ପାଇଁ ତାଙ୍କର ଆଗ୍ରହ ଯୋଗୁଁ ଚାଷକୁ ବୃତ୍ତି କରିଛନ୍ତି.୨୦୧୮ ମସିହାରୁ ନିଜର ପୈତୃକ ସମ୍ପତ୍ତିରେ ପ୍ରଥମେ ଏକ ମତ୍ସ୍ୟ ପୋଖରୀ ଖନନ କରି ମାଛ ଚାଷ ଆରମ୍ଭ କରିଥିଲେ ଯେଉଁଥିରେ ସରକାରୀ ପ୍ରୋତ୍ସାହନ ରହିଥିଲା.ପରେ ଉଦ୍ୟାନ

"/>

-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଚାକିରୀ ଛାଡ଼ି ମିଶ୍ରିତ ଚାଷକରି ଲାଭବାନ ହେଉଛନ୍ତି ସୁବ୍ରତ: ୫ ପରିବାରକୁ ମିଳୁଛି ରୋଜଗାର, ରାହା ଦେଖାଇଲା ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା

20-Dec-2021



ପଦ୍ମପୁର/ବିଜେପୁର: ରାଜ୍ୟ ସରକାର କୃଷକମାନଙ୍କ ବିକାଶ ନିମନ୍ତେ ବିଭିନ୍ନ ଯୋଜନାମାନେ ପ୍ରଣୟନ କରୁଛନ୍ତି ଯାହାଦ୍ୱାରା ଚାଷୀମାନେ ବିଶେଷ ଲାଭବାନ ହେବା ପରିଲକ୍ଷିତ ହେଉଛି.ଏଭଳି ଯୋଜନା ମାନଙ୍କର ଲାଭ ଉଠେଇ ଅନେକ ଯୁବ ଚାଷୀମାନେ ଚାଷକାମ କରିବା ସହ ନିଜେ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି ମଧ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି.

  ଏଭଳି ଏକ ଯୁବଚାଷୀ ହେଉଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସୁବ୍ରତ ସାହୁ ଯିଏ ଚାଷ ପାଇଁ ଚାକିରୀ ଛାଡ଼ି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି.ତାଙ୍କର ଶୈକ୍ଷିକ ଯୋଗ୍ୟତା ସ୍ନାତକ. ପୂର୍ବରୁ ସେ ବ୍ୟାଙ୍କିଙ୍ଗ ସେକ୍ଟରରେ କାମ କରୁଥିଲେ କିନ୍ତୁ ଚାଷ କାମ ପାଇଁ ତାଙ୍କର ଆଗ୍ରହ ଯୋଗୁଁ ଚାଷକୁ ବୃତ୍ତି କରିଛନ୍ତି.୨୦୧୮ ମସିହାରୁ ନିଜର ପୈତୃକ ସମ୍ପତ୍ତିରେ ପ୍ରଥମେ ଏକ ମତ୍ସ୍ୟ ପୋଖରୀ ଖନନ କରି ମାଛ ଚାଷ ଆରମ୍ଭ କରିଥିଲେ ଯେଉଁଥିରେ ସରକାରୀ ପ୍ରୋତ୍ସାହନ ରହିଥିଲା.ପରେ ଉଦ୍ୟାନ

କୃଷି ବିଭାଗକୁ ଯୋଗାଯୋଗ କରିବା ଯୋଗୁଁ  ସେମାନେ ସୁବ୍ରତଙ୍କ ଉତ୍ସାହ ବୃଦ୍ଧି କରିବା ସହ ଗୋଟିଏ ହେକ୍ଟର କଦଳୀ ଚାଷ ଏବଂ ଗୋଟିଏ ହେକ୍ଟର ଆମ୍ବ ଚାଷ କରିବା ପାଇଁ ସରକାରୀ ପ୍ରୋତ୍ସାହନ ଯୋଗେଇ ଦେଇଥିଲେ. ଏହାପରେ ସୁବ୍ରତ ପଛକୁ ଫେରିନଥିଲେ.୨୦୧୮ ମସିହାରେ ଆରମ୍ଭ କରିଥିବା ମିଶ୍ରିତ ଚାଷରେ ବର୍ତ୍ତମାନ ୮ ରୁ ୧୦ ଏକର ଚାଷ କରିଛନ୍ତି ଯାହାଦ୍ୱାରା ପ୍ରତ୍ୟକ୍ଷ ଭାବରେ ୫ ଟି ପରିବାର ସ୍ଥାୟୀ ରୋଜଗାର ଯୋଗେଇଦେବାରେ ସକ୍ଷମ ହୋଇଛନ୍ତି ସୁବ୍ରତ. ରୋଜଗାର ପାଉଥିବା କୃଷି ଶ୍ରମିକ ମାନେ ମଧ୍ୟ ସୁବ୍ରତଙ୍କ ପ୍ରସଂସାରେ ଶତମୁଖ ଅଛନ୍ତି.ଏହି ଚାଷରୁ ବାର୍ଷିକ ୮ ଲକ୍ଷ ରୋଜଗାର ହେଉଥିବା କହିଛନ୍ତି ସୁବ୍ରତ. ଅଗାମୀ ଦିନରେ ଆହୁରି ଚାଷକରିବା ମନସ୍ତ କରିଥିବା ସୁବ୍ରତ କୁହନ୍ତି ଯେ ଆମ ବିଜେପୁର ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ନ ଥିବାରୁ କଞ୍ଚା ପନିପରିବା ସଂରକ୍ଷଣ କରିବା ପାଇଁ ଅସୁବିଧା ହେଉଛି, ଯଦି ସରକାର ବିଜେପୁର ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ବ୍ୟବସ୍ଥା କରନ୍ତେ ତେବେ ଚାଷୀକୁଳ ବିଶେଷ ଭାବେ ଉପକୃତ ହୁଅନ୍ତେ ଏବଂ ଏଥିପାଇଁ ସରକାରୀ ତଥା ପ୍ରଶାସନିକ ଇଛାଶକ୍ତିର ଆବଶ୍ୟକତା ରହୁଛି.ଚାକିରୀ ଅନ୍ବେଷଣରେ ଘରେ ବସି ବେକାରୀ ଥିବା ଯୁବକଙ୍କ ପାଇଁ ସୁବ୍ରତ ବର୍ତ୍ତମାନ ପ୍ରେରଣାର ଉତ୍ସ ସାଜିଛନ୍ତି, ତାଙ୍କୁ ଅନୁସରଣ କରି ଅନେକ ଯୁବବର୍ଗ ଚାଷପ୍ରତି ଆକୃଷ୍ଟ ହେବେ ବୋଲି ଆଶା.


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like