-+91-9937148622 |

prerana_bgr@rediffmail.com |

  Tuesday 17th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାହାଣୀ ସନ୍ଦେହରେ ନିର୍ଯାତନା ସମସ୍ୟା ର ନିରାକରଣ କର୍ମଶାଳା   (17-Mar-2026)       ||      ରେଲୱେ ଷ୍ଟେସନ ରୋଡରୁ ବିପୁଳ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ   (17-Mar-2026)       ||      ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   (17-Mar-2026)       ||      ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   (17-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା    (16-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, aadan    (16-Mar-2026)       ||      ସାମ୍ବାଦିକ ପବନ ଅଗ୍ରୱାଲ ସମ୍ମାନିତ    (16-Mar-2026)       ||      କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ   (16-Mar-2026)       ||      ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ,    (16-Mar-2026)       ||      ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି    (16-Mar-2026)       ||      ମାର୍ଚ୍ଚ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ   (16-Mar-2026)       ||      ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠାତା ଶିକ୍ଷକ ଓ କର୍ମଚାରୀ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ    (16-Mar-2026)       ||      ବରପାଲି BEO ଅଫିସ୍‌ର ଆକାଉଣ୍ଟାଣ୍ଟ ଭିଜିଲାନ୍ସ_ଜାଲରେ,   (16-Mar-2026)       ||      ଲୋପ ପାଇବାକୁ ବସିଲାଣି ତୋଟା ଓ ଧାନଖଳା   (16-Mar-2026)       ||      *ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ପରିସର ମଧ୍ୟରେ ଜିଲ୍ଲାପାଳ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (16-Mar-2026)       ||      ନୂଆଦିଲ୍ଲୀ ର ଓଡ଼ିଶା ପର୍ବରେ ଯୋଗ ଦେଲେ ଓଡ଼ିଶା ରାଜ୍ୟପାଳ    (16-Mar-2026)       ||      *ନିଆଁ କୁ ଆୟତ କରିବରେ ବିଫଳ ହେଲା ଅଗ୍ନିଶମ ବିଭାଗ*   (16-Mar-2026)       ||      *ଫିଟ୍ ନେସ ଏମ୍ପାୟାର କ୍ରୀକ ଫେଷ୍ଟ ୨୦୨୬ ଉଦଯାପିତ* - *ଜିଲ୍ଲା ପୋଲିସ ଦଳ ଚମ୍ପିୟାନ*- -   (16-Mar-2026)       ||      ସାମାଜିକ ସେବା ପାଇଁ ପ୍ରାନ୍ତୀୟ ଅଧିବେଶନ ଶିଖର ୨୦୨୬ ରେ ସହଯୋଗ ଫାଉଣ୍ଡେସନ୍ ସମ୍ମାନିତ   (16-Mar-2026)       ||      *ନବ ଭାରତ ସାକ୍ଷରତା “ଉଲ୍ଲାସ” କାର୍ଯ୍ୟକ୍ରମ*   (16-Mar-2026)       ||     

HOME   ଜିଲ୍ଲା

ସାଲେପୁର:ବିଧାୟକ ଙ୍କ ଦ୍ୱାରା କଟରପା ଗ୍ରାମପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ

19-Dec-2021



କଟକ, ଆଜି କରୋନା ମହାମାରୀ ସମୟରେ ଲୋକେ ନାହିଁ ନଥିବା ବିପତ୍ତି ଓ ରୋଗରେ ଘାଣ୍ଟି ହେଉଥିଲା ବେଳେ ଏପରି ସମୟରେ ନବୀନ ପଟ୍ଟନାୟକ ଆଣିଲେ ଏକ ଯୁଗାନ୍ତ କାରୀ ପଦକ୍ଷେପ ।ଯାହାର ନାମ ଦେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ।ଏହି ଯୋଜନାରେ  ପୁରୁଷ ଲୋକଙ୍କ ପାଇଁ ୫ ଲକ୍ଷ ଓ ସ୍ତ୍ରୀ ଲୋକଙ୍କ ପାଇଁ ୧୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।ଏହି କାର୍ଡ ମାଧ୍ୟମରେ ସବୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣାରେ ଚିକିତ୍ସା ହୋଇପାରିବେ ।ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ଲକ୍ଷ୍ୟ ରଖି ଏହା ଏକ ଯୁଗାନ୍ତ କାରୀ ପଦକ୍ଷେପ ବୋଲି କହିଛନ୍ତି ବିଧାୟକ ପ୍ରସାନ୍ତ କୁମାର ବେହେରା।  ଏହି  ସଭାରେ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା , ମହିଳା ମିଶନ ଶକ୍ତି ମହିଳା, ସରପଞ୍ଚ ତିଳୋତ୍ତମା ପତି, ସମାଜ ସେବୀ ନାରାୟଣ ପତି,ପିଇଓ ଅଶୋକ କୁମାର ସାହୁ,ଜି ଆର୍ ଏସ୍ ସୁବ୍ରତ ଦାଶ, ସମିତି ସଭ୍ୟା ବିଷ୍ଣୁପ୍ରିୟା ବେହେରା,ନାଏବ ସରପଞ୍ଚ ବିଳାସ କୁମାର ମହାନ୍ତି,ପ୍ରଦୀପ୍ତ ଦାଶ, ଦୁର୍ଲ୍ଲଭ ନାୟକ,ତାପସ ବେହେରା,

ଜଗନ୍ନାଥ ସ୍ବାଇଁ, ଦୁର୍ଗାଚରଣ ରାଉତରାୟ, ହେମନ୍ତ ଭୁଷଣ ପରିଡ଼ା, ରବିନ୍ଦ୍ରନାଥ ସେଠୀ, ପରମାନନ୍ଦ ବେହେରା, ଅଜୟ ନାୟକ, ରଞ୍ଜନ କୁମାର ରାଉଳ, କୃଷ୍ଣ ଚନ୍ଦ୍ର ରଣା,ଗୟାଧର ମଲ୍ଲିକ, ବିଷ୍ଣୁ ଚରଣ ସାମଲ, ବିକାଶ ଦାଶ, ପ୍ରକାଶ ଓଝା, ଦେବେନ୍ଦ୍ର ବିଶ୍ଵାଳ, ହୃଷିକେଶ ମିଶ୍ର,ପ୍ରଶନ୍ନ କାଣ୍ଡି, ପୂର୍ଣ୍ଣଚନ୍ଦ୍ର ସାମଲ, ଚୈତନ୍ୟ ବେହେରା, ଅଚ୍ୟୁତାନନ୍ଦ ଶତପଥୀ, ରଞ୍ଜନ କାଣ୍ଡି, ପ୍ରିୟବ୍ରତ ମିଶ୍ର, ତ୍ରିଲୋଚନ ମିଶ୍ର, ସୁନିଲ୍ କାଣ୍ଡି ସିଡିପିଓ ସୁଷମା ମହାପାତ୍ର ,ଯୁବ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାହାଣୀ ସନ୍ଦେହରେ ନିର୍ଯାତନା ସମସ୍ୟା ର ନିରାକରଣ କର୍ମଶାଳା   17-Mar-2026
  ଜିଲ୍ଲା  
ରେଲୱେ ଷ୍ଟେସନ ରୋଡରୁ ବିପୁଳ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ   17-Mar-2026
  ଜିଲ୍ଲା  
ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   17-Mar-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   17-Mar-2026
  ଜିଲ୍ଲା  
ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା   16-Mar-2026
  ଜିଲ୍ଲା  
ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, aadan   16-Mar-2026
  ଜିଲ୍ଲା  
ସାମ୍ବାଦିକ ପବନ ଅଗ୍ରୱାଲ ସମ୍ମାନିତ   16-Mar-2026
  ଜିଲ୍ଲା  
କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ   16-Mar-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ,   16-Mar-2026
  ଜିଲ୍ଲା  
ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   16-Mar-2026
  ଜିଲ୍ଲା  
ମାର୍ଚ୍ଚ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ   16-Mar-2026
  ଜିଲ୍ଲା  
ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠାତା ଶିକ୍ଷକ ଓ କର୍ମଚାରୀ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ   16-Mar-2026

You Might Also Like