-+91-9937148622 |

prerana_bgr@rediffmail.com |

  Wednesday 25th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ   (25-Mar-2026)       ||      ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲର ବାର୍ଷିକୋତ୍ସବ   (25-Mar-2026)       ||      ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ   (25-Mar-2026)       ||      ପରିବହନ ବିଭାଗର ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ   (25-Mar-2026)       ||      *ଡ଼େଙ୍ଗାଗୁଡ଼ା ଗ୍ରାମର ନାରୀ ସଙ୍ଘ ତରଫରୁ ଗାଡି ସହିତ 10 ପେଟି ବିଦେଶୀ ମଦ ଜବତ କରି ପଲିସ କୁ ଜିମା ଦେଲେ*   (25-Mar-2026)       ||      ୨୭ ରାମନବମୀରେ ଶିବସେନା ପକ୍ଷରୁ। ଦୀପଦାନ   (25-Mar-2026)       ||      *ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬*-   (25-Mar-2026)       ||      ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ   (25-Mar-2026)       ||      *ଜିଲ୍ଲା ମତ୍ସ୍ୟ ଵିଭାଗ ପକ୍ଷରୁ ଦୁଇ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ*-   (25-Mar-2026)       ||      ରୋତ କଲେଜରେ ଜିଲ୍ଲା ସ୍ତରୀୟ ରକ୍ତହୀନତା ସଚେତନତା ସ୍ବାସ୍ଥ୍ୟ ଶିବିର   (25-Mar-2026)       ||      ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହେଲା ହେଲ୍‌ଥ ଇନସ୍ୟୁରେନ୍ସ କଂପାନୀ   (25-Mar-2026)       ||      ବରପାଲିରେ ବିଜେପିର ସାମ୍ବାଦିକ ସମ୍ମିଳନୀ: ବିଭ୍ରାନ୍ତି ସୃଷ୍ଟି ଅଭିଯୋଗରେ ବିରୋଧୀଙ୍କୁ ଘେରିଲା ବିଜେପି   (25-Mar-2026)       ||      ଜାଗ୍ରତ ବରୀ ପକ୍ଷରୁ ଦସ୍ତଖତ ଅଭିଯାନର ଶୁଭାରମ୍ଭ   (25-Mar-2026)       ||      *ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଜଳ ରାଶିରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷ ରୁ ମତ୍ସ୍ୟ ଯାଆଁଳା ଚାଡ଼ିବା ଉତ୍ସବ ଅନୁଷ୍ଠିତ*   (25-Mar-2026)       ||      ନନ୍ଦ କିଶୋର ସେନାପତି ଙ୍କ ବିୟୋଗ ରେ ସ୍ମୃତିଚାରଣ ସଭା   (24-Mar-2026)       ||      ଶିଶୁ ଅଧିକାର, ବାଲ୍ୟ ବିବାହକୁ ନା, ସଖି , ୱାନ ଷ୍ଟପ" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (24-Mar-2026)       ||      *ଉମେଶଙ୍କ ନାମରେ ସୋସିଆଲ ମିଡିଆରେ ମିଥ୍ୟା ଅପପ୍ରଚାର; ପ୍ରଦ୍ୟୁମ୍ନ ପାଢ଼ୀ ଗିରଫ* *ଏସପି ଅଫିସ ଘେରିଲେ ସଙ୍ଗଠନ କର୍ମକର୍ତ୍ତା*   (24-Mar-2026)       ||      ଡୁମାଳ ସମାଜର ବାର୍ଷିକ ବୈଠକ   (24-Mar-2026)       ||      ବରଗଡ଼ରୁ ଭୁବନେଶ୍ୱର ଏକ ସକାଳ ଇଣ୍ଟରସିଟି ଟ୍ରେନ ଚଳାଚଳ କିମ୍ବା ସମ୍ବଲପୁର ଟ୍ରେନକୁ ବରଗଡ଼ ସମ୍ପ୍ରସାରଣ   (24-Mar-2026)       ||      ସଡ଼କ ଦୁର୍ଘଟଣାରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ମୃତ୍ୟୁ   (24-Mar-2026)       ||     

HOME   ଜିଲ୍ଲା

ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ

14-Dec-2021



କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ କଣ୍ଡରେଇ ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ମଙ୍ଗଳବାର ଦିନ ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ  କର୍ଲାମୁଣ୍ଡା ବ୍ଲକ  କୃଷି ବିଭାଗ ଏ ଏ ଓ ମୋନାଲିଶା ଜେନା,ମିଶନ ଶକ୍ତି ବ୍ଲକ ଫେଡରସନ ସମ୍ପାଦିକା ରୀନା ସାହୁ,ରେଗଡା ପଞ୍ଚାୟତ ନାଏବ ସରପଞ୍ଚ ଗୌରୀ ଦୀପ ,କଣ୍ଡରେଇ ଗ୍ରାମ୍ୟ ଉନ୍ନୟନ ସମିତି ସଭାପତି ଧନୁର୍ଯ୍ୟ ବେହେରା, ସମ୍ପାଦିକା ଲୋଚନା ମାଝୀ, ଆୟୋଜକ ସଂସ୍ଥା କର୍ମୀ ଜଗଦୀଶ ପ୍ରସାଦ ରଣା, ପ୍ରଦୀପ କୁମାର ସାହୁ, କିଶୋର ଚନ୍ଦ୍ର ଦାଶ୍, କୃଷି ଉତ୍ପାଦକ ଦଳ ର ସଭ୍ୟା ନିଳେନ୍ଦ୍ରୀ ସାହୁ,ଆକାଶୀ ମାଝୀ, , ନିକିତା ନାଗ, ନଳିନୀ ମାଝୀ,ଆଶା କର୍ମୀ ସବିତା ପୁଟେଲ ଚାଷୀ ତିରଞ୍ଜି ମେର୍ଲି ପ୍ରମୁଖ  ଯୋଗଦେଇ ପାରମ୍ପରିକ ଖାଦ୍ୟ ଓ ବିହନ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ସହଣୀ ଚାଷ ବିଷୟରେ ଆଲୋଚନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ମହିଳା ଚାଷୀ ମୁକ୍ତାଦେଇସାହୁ,କଇଁତି ମାଝୀ,ଶ୍ରୀମତୀ ମାଝୀ,ଜୈବିକ ପଦ୍ଧତିରେ ପାଇଥିବା ସଫଳତା ବିଷୟରେ ନିଜ ନିଜର ଅଭିଜ୍ଞତା ରୁ କହିଥିଲେ। ସଫଳ ଚାଷୀ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ଚାଷୀ ବିରେନ୍ଦ୍ର ସାହୁ ,ଋଷି ପୁଟେଲ, ଠାକୁର ସାହୁ,ଗୋପୀ କାନ୍ତ ସାହୁ,ମଣ୍ଟୁ ସାହୁ,ଦ୍ରୋଣ ସାହୁ,ହେମନ୍ତ ସାହୁ,ଅରୁଣ ପୁଟେଲ, ମଦନ ସାହୁ,ଦୁର୍ବାଦଲ ସାହୁ,ବୈଲୁଚନ ଜାଲ, ଟଂକଧର ସାହୁ ,କେତନ ଜାଲ ସହଯୋଗ କରିଥିଲେ ଓ ଭୁପିନ୍ଦର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ   25-Mar-2026
  ଜିଲ୍ଲା  
ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲର ବାର୍ଷିକୋତ୍ସବ   25-Mar-2026
  ଜିଲ୍ଲା  
ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ   25-Mar-2026
  ଜିଲ୍ଲା  
ପରିବହନ ବିଭାଗର ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ   25-Mar-2026
  ଜିଲ୍ଲା  
*ଡ଼େଙ୍ଗାଗୁଡ଼ା ଗ୍ରାମର ନାରୀ ସଙ୍ଘ ତରଫରୁ ଗାଡି ସହିତ 10 ପେଟି ବିଦେଶୀ ମଦ ଜବତ କରି ପଲିସ କୁ ଜିମା ଦେଲେ*   25-Mar-2026
  ଜିଲ୍ଲା  
୨୭ ରାମନବମୀରେ ଶିବସେନା ପକ୍ଷରୁ। ଦୀପଦାନ   25-Mar-2026
  ଜିଲ୍ଲା  
*ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬*-   25-Mar-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ   25-Mar-2026
  ଜିଲ୍ଲା  
*ଜିଲ୍ଲା ମତ୍ସ୍ୟ ଵିଭାଗ ପକ୍ଷରୁ ଦୁଇ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ*-   25-Mar-2026
  ଜିଲ୍ଲା  
ରୋତ କଲେଜରେ ଜିଲ୍ଲା ସ୍ତରୀୟ ରକ୍ତହୀନତା ସଚେତନତା ସ୍ବାସ୍ଥ୍ୟ ଶିବିର   25-Mar-2026
ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହେଲା ହେଲ୍‌ଥ ଇନସ୍ୟୁରେନ୍ସ କଂପାନୀ   25-Mar-2026
  ଜିଲ୍ଲା  
ବରପାଲିରେ ବିଜେପିର ସାମ୍ବାଦିକ ସମ୍ମିଳନୀ: ବିଭ୍ରାନ୍ତି ସୃଷ୍ଟି ଅଭିଯୋଗରେ ବିରୋଧୀଙ୍କୁ ଘେରିଲା ବିଜେପି   25-Mar-2026

You Might Also Like