-+91-9937148622 |

prerana_bgr@rediffmail.com |

  Wednesday 25th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା    (25-Mar-2026)       ||      ଟ୍ରେନ୍‌ରେ କଟି ଯୁବକର ମୃତ୍ୟୁ   (25-Mar-2026)       ||      ଓଡିଶାରେ ଆଦିବାସୀ ସୁରକ୍ଷା  ପେସା ଆଇନ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଙ୍କୁ ସାଂସଦ ନିରଞ୍ଜନ ଙ୍କ  ପ୍ରଶ୍ନ” ♦️ “ପେସା ଆଇନ କାର୍ଯ୍ୟକାରିତା ରେ ବିଳମ୍ବ: ରାଜ୍ୟସଭାରେ କେନ୍ଦ୍ରକୁ ସିଧା ପ୍ରଶ୍ନ କଲେ  ସାଂସଦ ନିରଞ୍ଜନ ବିଶି   (25-Mar-2026)       ||      ଜିଲ୍ଲାପାଳଙ୍କ ବହିସ୍କାର ଆଦେଶ ହାଇକୋର୍ଟରେ ଖାରଜ ପାଇକବାହାଲ ସରପଞ୍ଚ ଭାବେ ଗଣନାଥ ସାହୁ ପୁନଃଅବସ୍ଥାପିତ   (25-Mar-2026)       ||      ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ   (25-Mar-2026)       ||      ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲର ବାର୍ଷିକୋତ୍ସବ   (25-Mar-2026)       ||      ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ   (25-Mar-2026)       ||      ପରିବହନ ବିଭାଗର ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ   (25-Mar-2026)       ||      *ଡ଼େଙ୍ଗାଗୁଡ଼ା ଗ୍ରାମର ନାରୀ ସଙ୍ଘ ତରଫରୁ ଗାଡି ସହିତ 10 ପେଟି ବିଦେଶୀ ମଦ ଜବତ କରି ପଲିସ କୁ ଜିମା ଦେଲେ*   (25-Mar-2026)       ||      ୨୭ ରାମନବମୀରେ ଶିବସେନା ପକ୍ଷରୁ। ଦୀପଦାନ   (25-Mar-2026)       ||      *ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬*-   (25-Mar-2026)       ||      ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ   (25-Mar-2026)       ||      *ଜିଲ୍ଲା ମତ୍ସ୍ୟ ଵିଭାଗ ପକ୍ଷରୁ ଦୁଇ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ*-   (25-Mar-2026)       ||      ରୋତ କଲେଜରେ ଜିଲ୍ଲା ସ୍ତରୀୟ ରକ୍ତହୀନତା ସଚେତନତା ସ୍ବାସ୍ଥ୍ୟ ଶିବିର   (25-Mar-2026)       ||      ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହେଲା ହେଲ୍‌ଥ ଇନସ୍ୟୁରେନ୍ସ କଂପାନୀ   (25-Mar-2026)       ||      ବରପାଲିରେ ବିଜେପିର ସାମ୍ବାଦିକ ସମ୍ମିଳନୀ: ବିଭ୍ରାନ୍ତି ସୃଷ୍ଟି ଅଭିଯୋଗରେ ବିରୋଧୀଙ୍କୁ ଘେରିଲା ବିଜେପି   (25-Mar-2026)       ||      ଜାଗ୍ରତ ବରୀ ପକ୍ଷରୁ ଦସ୍ତଖତ ଅଭିଯାନର ଶୁଭାରମ୍ଭ   (25-Mar-2026)       ||      *ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଜଳ ରାଶିରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷ ରୁ ମତ୍ସ୍ୟ ଯାଆଁଳା ଚାଡ଼ିବା ଉତ୍ସବ ଅନୁଷ୍ଠିତ*   (25-Mar-2026)       ||      ନନ୍ଦ କିଶୋର ସେନାପତି ଙ୍କ ବିୟୋଗ ରେ ସ୍ମୃତିଚାରଣ ସଭା   (24-Mar-2026)       ||      ଶିଶୁ ଅଧିକାର, ବାଲ୍ୟ ବିବାହକୁ ନା, ସଖି , ୱାନ ଷ୍ଟପ" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (24-Mar-2026)       ||     

HOME   ଜିଲ୍ଲା

ପର୍ଲାଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ଆଶା କର୍ମୀ ଙ୍କ ପ୍ରତିବାଦ ଓମୂଖ୍ୟମନ୍ତ୍ରି ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର

14-Dec-2021



ଧର୍ମଗଡ଼ (ଜ୍ୟୋତିରଞ୍ଜନ ବେମାଲ )
ଆଶା କର୍ମୀ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ନେଇ ଆଜି ଧର୍ମଗଡ଼ ବ୍ଲକ୍ ଆଶାକର୍ମୀ ସଂଘ ମାନ୍ୟବର ମୂଖ୍ୟ ମନ୍ତ୍ରୀ ଙ୍କ ଉଦ୍ୟେଶ୍ୱରେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ଜରିଆରେ   ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।ଦୀର୍ଘ ୧୬ ବର୍ଷ ଧରି ସ୍ଵାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟରତ ଆଶାକର୍ମୀ ମାନେ  ମହାମାରୀ କରୋନା ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗେଇ କରୋଣା ଜନିତ ସେବା ଯୋଗାଇ ଆସିଛନ୍ତି , ଦିନ ରାତି  ଖଟି ସ୍ଵାସ୍ଥ୍ୟ ବିଭାଗ ଅଧିନରେ ଜନସେବା କରିଆସିଛନ୍ତି  କିନ୍ତୁ ସରକାର ଏ ପର୍ଯ୍ୟନ୍ତ ଆଶାକର୍ମୀ ମାନଙ୍କୁ ଅଣଦେଖା କରୁଥିବା ତାଙ୍କ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ।

ତା ସହ ମାନ୍ୟବର ସାଂସଦ ସୁବାଷ ସିଂ କିଛିଦିନ ତଳେ ସାଂସଦ ପ୍ରଶ୍ନୋତ୍ତର ସମୟରେ ଆଶାକର୍ମୀ ମାନଙ୍କୁ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଆଶାକର୍ମୀ ମାନଙ୍କୁ କଷ୍ଟ ଦେଇଛି  ବୋଲି ପ୍ରକାଶ କରିଛନ୍ତି ।ମାନ୍ୟବର ମୁଖ୍ୟ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି  ଦେଇ ଆଶାକର୍ମୀଙ୍କ ଦରମା ବୃଦ୍ଧି  ସହ ସ୍ଥାୟୀ ନିଯୁକ୍ତି ଦେବାପାଇଁ ଦାବି କରିଛନ୍ତି ।ଯଦି ସରକାର ଅସାକର୍ମି  ମାନଙ୍କୁ ଅଣଦେଖା କରନ୍ତି ତା ହେଲେ ଆଗାମୀ ଦିନରେ କାର୍ଯ୍ୟରୁ ଓହରି ଯିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।ଏଥିରେ ଧର୍ମଗଡ଼ ବ୍ଲକ ଆଶା କର୍ମୀ ସଂଘ ସଭାନେତ୍ରୀ ଦେବକୀ ମଙ୍ଗରାଜ ସମ୍ପାଦିକା  ମମତା ବିଶି ସଂଯୋଜିକା ବିଳାସିନୀ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା   25-Mar-2026
  ଜିଲ୍ଲା  
ଟ୍ରେନ୍‌ରେ କଟି ଯୁବକର ମୃତ୍ୟୁ   25-Mar-2026
  ଜିଲ୍ଲା  
ଓଡିଶାରେ ଆଦିବାସୀ ସୁରକ୍ଷା  ପେସା ଆଇନ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଙ୍କୁ ସାଂସଦ ନିରଞ୍ଜନ ଙ୍କ  ପ୍ରଶ୍ନ” ♦️ “ପେସା ଆଇନ କାର୍ଯ୍ୟକାରିତା ରେ ବିଳମ୍ବ: ରାଜ୍ୟସଭାରେ କେନ୍ଦ୍ରକୁ ସିଧା ପ୍ରଶ୍ନ କଲେ  ସାଂସଦ ନିରଞ୍ଜନ ବିଶି   25-Mar-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ବହିସ୍କାର ଆଦେଶ ହାଇକୋର୍ଟରେ ଖାରଜ ପାଇକବାହାଲ ସରପଞ୍ଚ ଭାବେ ଗଣନାଥ ସାହୁ ପୁନଃଅବସ୍ଥାପିତ   25-Mar-2026
  ଜିଲ୍ଲା  
ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ   25-Mar-2026
  ଜିଲ୍ଲା  
ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲର ବାର୍ଷିକୋତ୍ସବ   25-Mar-2026
  ଜିଲ୍ଲା  
ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ   25-Mar-2026
  ଜିଲ୍ଲା  
ପରିବହନ ବିଭାଗର ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ   25-Mar-2026
  ଜିଲ୍ଲା  
*ଡ଼େଙ୍ଗାଗୁଡ଼ା ଗ୍ରାମର ନାରୀ ସଙ୍ଘ ତରଫରୁ ଗାଡି ସହିତ 10 ପେଟି ବିଦେଶୀ ମଦ ଜବତ କରି ପଲିସ କୁ ଜିମା ଦେଲେ*   25-Mar-2026
  ଜିଲ୍ଲା  
୨୭ ରାମନବମୀରେ ଶିବସେନା ପକ୍ଷରୁ। ଦୀପଦାନ   25-Mar-2026
  ଜିଲ୍ଲା  
*ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬*-   25-Mar-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ   25-Mar-2026

You Might Also Like