-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
09-Dec-2021
ଦେଓଗାଁ, (ସୁଶୀଲ ନାଗ): ଦେଓଗାଁ ବ୍ଳକ ବ୍ରାହ୍ମଣୀଯୋର୍ ପଂଚାୟତ ମୁଖ୍ୟାଳୟର ମିଶନ ଶକ୍ତି ଗୃହ ନିର୍ମାଣ କରା ନ ଯାଇ ସନ୍ଧିିଯାର ଗାଁ ରେ ନିର୍ମାଣ କରାଯିବା ପ୍ରତିବାଦରେ ଏସ୍ଏଚ୍ଜି ସଦସ୍ୟା ମାନେ ବିଡିଓ ମୁରଲୀଧର ନାଏକ ଙ୍କ ଠାରେ ଫେରାଦ ହୋଇଛନ୍ତି । ପଂଚାୟତ ମୁଖ୍ୟାଳୟରେ ଏହି ଗୃହ ନିର୍ମାଣ ହେବା ପରିବର୍ତ୍ତେ ସନ୍ଧିଯୋର ଗାଁ ନିର୍ମାଣ କରାଯିବା ପାଇଁ ଭୂମିପୂଜନ ଥିବା ଖବର ପାଇବା ପରେ ଏସ୍ଏଚ୍ଜି ସଦସ୍ୟା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।