-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
09-Dec-2021
ସାଲେପୁର: ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଓଡାସିଂହ ଗ୍ରାମରେ। ଏହି ବୁଢ଼ା ଷେଣ୍ଢ ଟି ଗତ କିଛିଦିନ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଚରିବା ସମୟରେ ପ୍ରଧାନ ସାହିର ଏକ ପୋଖରୀକୁ ଖସିପଡ଼ି ଥିଲା। ଖବର ପାଇ ସାଲେପୁର ଦମକଳବାହିନୀ ଓ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଷେଣ୍ଢଟିକୁ ଉଦ୍ଧାର କରୁଥିବା ସମୟରେ ମୃତ୍ୟୁ ଘଟିଥିଲା। ଏବେ ଷେଣ୍ଢଟିକୁ ଗାତ ଖୋଳି ସମାଧି ଦେବାପାଇଁ ଗ୍ରାମବାସୀ ସ୍ଥିର କରିଛନ୍ତି।