-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
07-Dec-2021
ବରଗଡ/ବରପାଲି, ବରପାଲି ବ୍ଳକ ଅଧ୍ୟକ୍ଷ ଶ୍ରୀମାନ କିଶୋର ଦଫାଦାର ଗୋପାଇପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧଉଁରାଖନ୍ଦା ଠାରେ ଅନୁଷ୍ଠିତ ଦେବାଶିଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଆୟୋଜକ ମାନଙ୍କ ମନୋବଳ ବଢ଼ାଇବା ସଙ୍ଗେ ସଙ୍ଗେ ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗନେବାକୁ ଆସିଥିବା ସମସ୍ତ କ୍ରିକେଟ ଦଳ ର ଅଧିନାୟକ ତଥା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ lଇତ୍ୟ ଅବସରରେ ପ୍ରାରମ୍ଭେ ମୁଖ୍ୟ ଅତିଥି ଶ୍ରୀମାନ ଦଫାଦାର ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିବା ପରେ ମନଭରି ଉପଭୋଗ କରିଥିଲେ lଶେଷରେ ବିଜେତା ଦଳ କୁ ନିଜ ହସ୍ତ ରେ ପୁରସ୍କାର ପ୍ରଦାନ କରି ଖେଳାଳି ମାନେ ଆମ ଅଞ୍ଚଳରୁ ଅନ୍ୟ ଅଞ୍ଚଳ କୁ ଯାଇ ତାଙ୍କ ପାରିଦର୍ଶିତା ସହ ବରପାଲି ମାଟି ମା'ର ସୁନାମ ଆଣନ୍ତୁ ଏତିକି କାମନା କରୁଛି ବୋଲି ମତବ୍ୟ ଦେଇଥିଲେ l