-+91-9937148622 |

prerana_bgr@rediffmail.com |

  Saturday 7th March 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   (07-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (07-Mar-2026)       ||      ୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   (07-Mar-2026)       ||      ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   (07-Mar-2026)       ||      ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ    (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   (07-Mar-2026)       ||      କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ   (07-Mar-2026)       ||      ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   (07-Mar-2026)       ||      ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି    (06-Mar-2026)       ||      ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   (06-Mar-2026)       ||      ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   (06-Mar-2026)       ||      ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (06-Mar-2026)       ||      ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ    (05-Mar-2026)       ||     

HOME   ଜିଲ୍ଲା

ଅଣ୍ଡର ୧୯ ଅଲ ଓଡିଶା ବ୍ୟାଡ଼ମିଣ୍ଟନ ରେଙ୍କିଙ୍ଗ ଟୁର୍ନାମେଣ୍ଟ ଉଦଯାପିତ, ଖେଳୁଆଡ଼ ମନୋଭାବ ହିଁ ପ୍ରକୃତ ବିଜୟ: ଏ. ଡି. ଏମ 

05-Dec-2021



ସୋନପୁର (ମନୋରଞ୍ଜନ ତ୍ରିପାଠୀ) : ଗତ ୩ ତାରିଖରେ ସୁବର୍ଣ୍ଣପୁର ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ଅଣ୍ଡର ନାଇଣ୍ଟିନ ଅଲ ଓଡିଶା ବ୍ୟାଡ଼ମିଣ୍ଟନ ରେଙ୍କିଙ୍ଗ ଟୁର୍ନାମେଣ୍ଟ ଆଜି ରବିବାର ଅପରାହ୍ନରେ ଉଦଯାପିତ ହୋଇ ଯାଇଛି l ଏହାର ଫାଇନାଲରେ ୫ ଗୋଟି ବର୍ଗର ୫ ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା l

ବାଳିକା ସିଙ୍ଗଲ୍ ରେ ଗୀତାଶ୍ରୀ ଦେ (ସୁନ୍ଦରଗଡ଼) ଚମ୍ପିୟାନ ହୋଇଥିବା ବେଳେ ରାୟଗଡାର ସ୍ବିଟିପ୍ରିୟା ପଧାନ ଉପ ବିଜେତା ହୋଇଛନ୍ତି l ମିସ୍କ ଡବଲ ଗ୍ରୁପରେ କଳାହାଣ୍ଡିର ଅର୍ପିତା ପଣ୍ଡା ଓ ପର୍ମିଲା ଶବର ବିଜେତା ଓ  ସମ୍ବଲପୁରର ତପୁନ ସାହୁ ଓ ଡିସଖା ଏକା ଉପବିଜେତା ହୋଇଛନ୍ତି l ବାଳକ ସିଂଗିଲରେ ବାଲେଶ୍ୱରର ଆର୍ଯ୍ୟା ମାଝୀ ବିଜେତା ଓ ଅମୀୟ କୁମାର ନାଏକ ଉପବିଜେତା ହୋଇଛନ୍ତି l ବାଳିକା ଡବଲ୍ସରେ ସମ୍ବଲପୁରର ଡିସ୍କା ଏକା ଓ ଲିକୁନ ସ୍ୱାଇଁ ଚମ୍ପିୟାନ ହୋଇଥିବା ବେଳେ ଆର୍ଯ୍ୟା ପାଢ଼ୀ ଓ ସ୍ବିଟି ପଧାନ (ଖୋର୍ଦ୍ଧା) ଉପବିଜେତା ହୋଇଛନ୍ତି l ସେହିପରି ବାଳକ ଡବଲ୍ସରେ ଅମୀୟ କୁମାର ନାଏକ, ଆର୍ଯ୍ୟା ମାଝୀ ଚମ୍ପିୟାନ ଓ  ଆଶୁତୋଷ ସାହୁ ଓ ମନୀକାନ୍ତ ରନର୍ସ ଅପ ହୋଇଛନ୍ତି l ଆଜିର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ବିଜେତା ଖେଳାଳୀଙ୍କୁ ପୁରସ୍କୃତ କରି ଖେଳ ଜାରି ରହିବ ହେଲେ ଖେଳୁଆଡ଼ ମନୋଭାବ ହିଁ  ଖେଳାଳୀଙ୍କ ପ୍ରକୃତ ବିଜୟ  ଓ ଏହା କ୍ରୀଡା କ୍ଷେତ୍ରରେ ଆଗକୁ ନେବ ବୋଲି ମତ ରଖିଥିଲେ l ନୂତନ ଇଣ୍ଡୋର ଷ୍ଟାଡିଅମରେ ଯୋଗ ଦେଇଥିବା  ଖେଳାଳୀ, ଅଭିଭାବକ ଦର୍ଶକ  ମାନଙ୍କ ଆଗ୍ରହ ପ୍ରେରଣା, ଉତ୍ସାହକୁ ଭୂୟସୀ 

 ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବେ ସମ୍ବଲପୁରର ବରିଷ୍ଠ ପ୍ରଶାସନିକ ଅଧିକାରୀ  ଶ୍ରୀମତୀ ଯୋଗାଳେଶ୍ୱରୀ ଦାଶ, ପ୍ରାକ୍ତନ ନଗରପାଳ କଇରୁ ସ୍ୱାଇଁ, ବ୍ୟାଡ଼ମିଣ୍ଟନ ସଂଘ ରାଜ୍ୟ ସମ୍ପାଦକ ନୀଲୀନ କୁମାର, ବିଶିଷ୍ଟ ବ୍ୟବସାୟୀ ଜୟକୃଷ୍ଣ ସା, ମିଶ୍ର ସ୍ପୋର୍ଟ୍ସ ପ୍ରୋପାଇଟର, ସଂସ୍କାର ଏଗ୍ରୋ, ପୁରୁଷୋତ୍ତମ ପାତ୍ର, ବ୍ୟାଡ଼ମିଣ୍ଟନ ସଂଘ ସଭାପତି ବିଶ୍ୱରଂଜନ ଦଳାଇ, ସମ୍ପାଦକ ପ୍ରଦୀପ ମହାନ୍ତି, ଯୋଗ ଦେଇଥିଲେ l ସଂଘର ସକ୍ରିୟ ସଭ୍ୟ ବିଶ୍ୱ ରଞ୍ଜନ ଦଳାଇ, ଜୟ ନାରାୟଣ ମେଣ୍ଡଳୀ, ବିଦ୍ୟାଧର ମିଶ୍ର, ସଞ୍ଜୟ ରାୟ, ପ୍ରକାଶ ମେହେର, ଲଷ୍ମୀ ବେହେରା ଓ ଅବିନାଶ ପ୍ରମୁଖ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   07-Mar-2026
  ଜିଲ୍ଲା  
ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ   07-Mar-2026
  ଜିଲ୍ଲା  
୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   07-Mar-2026
  ଜିଲ୍ଲା  
ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   07-Mar-2026
  ଜିଲ୍ଲା  
ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   07-Mar-2026
  ଜିଲ୍ଲା  
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ   07-Mar-2026
  ଜିଲ୍ଲା  
ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   07-Mar-2026
  ଜିଲ୍ଲା  
ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   07-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   07-Mar-2026
  ଜିଲ୍ଲା  
ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   07-Mar-2026

You Might Also Like