-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ଜିଲ୍ଲା

ଅଣ୍ଡର ୧୯ ଅଲ ଓଡିଶା ବ୍ୟାଡ଼ମିଣ୍ଟନ ରେଙ୍କିଙ୍ଗ ଟୁର୍ନାମେଣ୍ଟ ଉଦଯାପିତ, ଖେଳୁଆଡ଼ ମନୋଭାବ ହିଁ ପ୍ରକୃତ ବିଜୟ: ଏ. ଡି. ଏମ୍

05-Dec-2021



ସୋନପୁର (ମନୋରଞ୍ଜନ ତ୍ରିପାଠୀ) : ଗତ ୩ ତାରିଖରେ ସୁବର୍ଣ୍ଣପୁର ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ଅଣ୍ଡର ନାଇଣ୍ଟିନ ଅଲ ଓଡିଶା ବ୍ୟାଡ଼ମିଣ୍ଟନ ରେଙ୍କିଙ୍ଗ ଟୁର୍ନାମେଣ୍ଟ ଆଜି ରବିବାର ଅପରାହ୍ନରେ ଉଦଯାପିତ ହୋଇ ଯାଇଛି l ଏହାର ଫାଇନାଲରେ ୫ ଗୋଟି ବର୍ଗର ୫ ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା l

ବାଳିକା ସିଙ୍ଗଲ୍ ରେ ଗୀତାଶ୍ରୀ ଦେ (ସୁନ୍ଦରଗଡ଼) ଚମ୍ପିୟାନ ହୋଇଥିବା ବେଳେ ରାୟଗଡାର ସ୍ବିଟିପ୍ରିୟା ପଧାନ ଉପ ବିଜେତା ହୋଇଛନ୍ତି l ମିସ୍କ ଡବଲ ଗ୍ରୁପରେ କଳାହାଣ୍ଡିର ଅର୍ପିତା ପଣ୍ଡା ଓ ପର୍ମିଲା ଶବର ବିଜେତା ଓ  ସମ୍ବଲପୁରର ତପୁନ ସାହୁ ଓ ଡିସଖା ଏକା ଉପବିଜେତା ହୋଇଛନ୍ତି l ବାଳକ ସିଂଗିଲରେ ବାଲେଶ୍ୱରର ଆର୍ଯ୍ୟା ମାଝୀ ବିଜେତା ଓ ଅମୀୟ କୁମାର ନାଏକ ଉପବିଜେତା ହୋଇଛନ୍ତି l ବାଳିକା ଡବଲ୍ସରେ ସମ୍ବଲପୁରର ଡିସ୍କା ଏକା ଓ ଲିକୁନ ସ୍ୱାଇଁ ଚମ୍ପିୟାନ ହୋଇଥିବା ବେଳେ ଆର୍ଯ୍ୟା ପାଢ଼ୀ ଓ ସ୍ବିଟି ପଧାନ (ଖୋର୍ଦ୍ଧା) ଉପବିଜେତା ହୋଇଛନ୍ତି l ସେହିପରି ବାଳକ ଡବଲ୍ସରେ ଅମୀୟ କୁମାର ନାଏକ, ଆର୍ଯ୍ୟା ମାଝୀ ଚମ୍ପିୟାନ ଓ 

ଆଶୁତୋଷ ସାହୁ ଓ ମନୀକାନ୍ତ ରନର୍ସ ଅପ ହୋଇଛନ୍ତି l ଆଜିର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ବିଜେତା ଖେଳାଳୀଙ୍କୁ ପୁରସ୍କୃତ କରି ଖେଳ ଜାରି ରହିବ ହେଲେ ଖେଳୁଆଡ଼ ମନୋଭାବ ହିଁ  ଖେଳାଳୀଙ୍କ ପ୍ରକୃତ ବିଜୟ  ଓ ଏହା କ୍ରୀଡା କ୍ଷେତ୍ରରେ ଆଗକୁ ନେବ ବୋଲି ମତ ରଖିଥିଲେ l ନୂତନ ଇଣ୍ଡୋର ଷ୍ଟାଡିଅମରେ ଯୋଗ ଦେଇଥିବା  ଖେଳାଳୀ, ଅଭିଭାବକ ଦର୍ଶକ  ମାନଙ୍କ ଆଗ୍ରହ ପ୍ରେରଣା, ଉତ୍ସାହକୁ ଭୂୟସୀ  ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବେ ସମ୍ବଲପୁରର ବରିଷ୍ଠ ପ୍ରଶାସନିକ ଅଧିକାରୀ  ଶ୍ରୀମତୀ ଯୋଗାଳେଶ୍ୱରୀ ଦାଶ, ପ୍ରାକ୍ତନ ନଗରପାଳ କଇରୁ ସ୍ୱାଇଁ, ବ୍ୟାଡ଼ମିଣ୍ଟନ ସଂଘ ରାଜ୍ୟ ସମ୍ପାଦକ ନୀଲୀନ କୁମାର, ବିଶିଷ୍ଟ ବ୍ୟବସାୟୀ ଜୟକୃଷ୍ଣ ସା, ମିଶ୍ର ସ୍ପୋର୍ଟ୍ସ ପ୍ରୋପାଇଟର, ସଂସ୍କାର ଏଗ୍ରୋ, ପୁରୁଷୋତ୍ତମ ପାତ୍ର, ବ୍ୟାଡ଼ମିଣ୍ଟନ ସଂଘ ସଭାପତି ବିଶ୍ୱରଂଜନ ଦଳାଇ, ସମ୍ପାଦକ ପ୍ରଦୀପ ମହାନ୍ତି, ଯୋଗ ଦେଇଥିଲେ l ସଂଘର ସକ୍ରିୟ ସଭ୍ୟ ବିଶ୍ୱ ରଞ୍ଜନ ଦଳାଇ, ଜୟ ନାରାୟଣ ମେଣ୍ଡଳୀ, ବିଦ୍ୟାଧର ମିଶ୍ର, ସଞ୍ଜୟ ରାୟ, ପ୍ରକାଶ ମେହେର, ଲଷ୍ମୀ ବେହେରା ଓ ଅବିନାଶ ପ୍ରମୁଖ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like