-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2020
ଯାଜପୁର (ପ୍ରେରଣା ଖବର) - ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଆଜି ସକାଳ ୮ଟାରେ ପୂର୍ବରୁ ଅଟକି ରହିଥିବା ଏକ ଟ୍ରକ୍ ପଛରେ ପିଟି ହୋଇ ଦଶମ ଶ୍ରେଣୀ ଛାତ୍ରୀ ମୃତ,ବଡ ଭଉଣୀ ଗୁରୁତର । ମୃତା ଛାତ୍ରୀ ହେଉଛି ନେଉଳପୁର ଗାଁର ସନ୍ତୋଷ କୁମାର ବେହେରାଙ୍କ ମଝିଆ ଝିଅ ଶ୍ୱେତା(୧୫) ଏବଂ ଆହତ ବଡ ଝିଅ ସଂଗୀତା(୧୮) । ଉଭୟ ଏକ ନୂଆ ଆକ୍ଟିଭା ୬ଜି ସ୍କୃଟିରେ ଜାରକା ଟିୟୁସନ ହେବା ପାଇଁ ଆସୁଥିଲେ*