-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
05-Dec-2021
ପଦ୍ମପୁର:-ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କନଫେରାନ୍ସ ହଲ ଠାରେ ଯୁକ୍ତ ଦୁଇ ଓ ତିନି ବାଣିଜ୍ୟ ବିଭାଗର ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଲଳିତେନ୍ଦୁ ନାୟକ ଯୋଗ ଦେଇଥିବା
ବେଳେ ବାଣିଜ୍ୟ ବିଭାଗର ଅଧ୍ୟାପକ ନବକୃଷ୍ଣ ମିଶ୍ର, ଅଧ୍ୟାପକ ବିରଞ୍ଚି ସାହୁ, ଅଧ୍ୟାପକ ଲଳିତ ମୋହନ ପଣ୍ଡା, ଅଧ୍ୟାପକ ଦେବାଶିଷ ରାଉତ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ଅଧ୍ୟାପକ ଭଜ ସୁନା ଦାୟିତ୍ୱ ନିର୍ବାହ କରିଥିବା ବେଳେ ଶୀତଳ ଅଗ୍ରୱାଲ, ଆଦେଶ ଶର୍ମା ମଞ୍ଚ ପରିଚାଳନା କରିଥିଲେ।