-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Dec-2021
ଭୁବନେଶ୍ବର(ସମୀର ରଞ୍ଜନ ନାୟକ ): ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ l ମିଳିଥିବା ସୂଚନା ଅନୁସାରେ ନୟାଗଡ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ l ଆୟ ବହିଁଭୂତ ସମ୍ପର୍ତ୍ତ ଠୁଳ ଅଭିଯୋଗରେ ଏଏସ ଏସଓ଼ ଜୟନ୍ତ କୁମାର
ଦାସଙ୍କ ଘରେ ରେଡ଼ ହୋଇଛି l ଏକାକାଳିନ ୬ ଟି ସ୍ଥନରେ ଚଢ଼ାଉ କରିଛି ଟିମ ଓଡ଼ଗାଁ ଘର ନୟାଗଡ ସହରରେ ଥିବା ଘର, ବିରୁଡା ଗାଁରେ ଥିବା ଘରେ ଚଢ଼ାଉ ଜାରିରହିଛି l ନୟାଗଡ ସରକାରୀ କାର୍ଯ୍ୟଳୟରେ ବି ଭିଜିଲାନ୍ସ ପକ୍ଷରୁ
ଚଢ଼ାଉ ଜାରି ପକ୍ଷରୁ ଜାରିରହିଛି l ନଗଦ ୨ ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଓ଼ ୩ ଟି ୩ଚକିଆ ଗାଡି ଜବତ ହୋଇଛି l ୪ ଡିଏସ ପି, ୮ ଇନିସେପେକ୍ଟ ଜଣେ ଏସଆଇ ଓ଼ ୪ ଏଏସଆଇ ନେଇ ଚାଲିଛି ରେଡ଼ l