-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
04-Dec-2021
ବଲାଙ୍ଗୀର, (ପ୍ରେରଣା ଖବର) ବଲାଙ୍ଗୀର ଅବକାରୀ ବିଭାଗ ଚଢ଼ାଉ କରିଛି ସମରା ଗ୍ରାମରେ ଓ ଏହି ଗ୍ରାମରୁ ୭୫ ଲିଟର ଦେଶୀମଦ ସହ ୩ ଜଣଙ୍କୁ ଗିରଫ କରିଛି l ବର୍ତମାନ ବଲାଙ୍ଗୀର ଜିଲ୍ଲାରେ ଲୁଟେରା, ଡକାୟତିଙ୍କ ସଂଖ୍ୟା ବଢିବା ସହ ବଲାଙ୍ଗୀର ସହରର ଆଖପାଖ ଅଂଚଳରେ ବେଆଇନ ଭାବେ ଅଧିକାଂଶ ମଦବିକ୍ରି ହେଉଛି l ଅବକାରୀ ବିଭାଗ ଜାଣିଶୁଣି ମଧ୍ୟ ଅଣଦେଖା କରୁଛି l